Browsing Tag

Supreme Court

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟକା

ବିହାର:- ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟ୍‌କା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଅଦାଲତ ରହିତାଦେଶ ଦେବାକୁ ମନା କରିଦେଇଛି। ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି…
Read More...

ସରକାରୀ ବାସଭବନ ଛାଡିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି, ନୋଟିସ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବସରର ଅନେକ ପରେ ମଧ୍ୟ ସରକାରୀ ବାସଭବନ ଖାଲି କରିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମାନ୍ୟବର କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏନେଇ ଏକ ଚିଠି ଲେଖିଛନ୍ତି…
Read More...

ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ

ନୂଆଦିଲ୍ଲୀ-: ଏବେ ପ୍ରତି ଶନିବାର ଖୋଲା ରହିବ ରେଜିଷ୍ଟ୍ରି ଅଫିସ୍ । ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ । ଏଭଳି ଏକ ବଡ଼ ପରିବର୍ତ୍ତନ ନିୟମ ଆଣିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିଜେ ଏହି ପରିବର୍ତ୍ତନ କରିଛି ।…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।…
Read More...

ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କଡ଼ା ସମାଲୋଚନା କରିଛନ୍ତି।   ସୁପ୍ରିମକୋର୍ଟ କହିଛନ୍ତି ଯେ, ଓପିଏସସି  ନିଜକୁ ବହୁତ ଉତ୍କୃଷ୍ଟ ବୋଲି ଭାବୁଛି ଏବଂ ସେଥିପାଇଁ କମିଶନ ଭୁଲ କରିବାକୁ ସ୍ୱୀକାର କରେ ନାହିଁ। ଉତ୍ତର ପତ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ଭୁଲ…
Read More...

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ-: ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ…
Read More...

ସୁପ୍ରିମକୋର୍ଟରେ ଶପଥ ନେଲେ ୩ ଜଣ ନୂଆ ବିଚାରପତି

ନୁଆଦିଲ୍ଲୀ-: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । କେନ୍ଦ୍ର ସରକାର ଗୁରୁବାର ତିନି ଜଣ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ତିନି ବିଚାରପତି  ଆଜି ଶପଥ ନେଇଛନ୍ତି । ନୂତନ ବିଚାରପତିମାନେ…
Read More...

ମାତୃତ୍ଵ ଛୁଟି ହେଉଛି ମାତୃତ୍ଵ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ

ନୂଆଦିଲ୍ଲୀ-: ମାତୃତ୍ଵ ଛୁଟି ହେଉଛି ମାତୃତ୍ଵ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ । ଜଣେ ମହିଳାଙ୍କୁ ମାତୃତ୍ଵ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇ କହିଛନ୍ତି ।…
Read More...

ରାଜସ୍ଥାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ କୋଟାରେ କାହିଁକି ପିଲାମାନେ ଆତ୍ମହତ୍ୟା…

ନୂଆଦିଲ୍ଲୀ-: ଶୁକ୍ରବାର ଦିନ ସୁପ୍ରିମକୋର୍ଟ ରାଜସ୍ଥାନ କୋଟା ସହରରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ସମ୍ପର୍କରେ ଉଦବେଗ ପ୍ରକାଶ କରିଛନ୍ତି। ରାଜସ୍ଥାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ କୋଟାରେ କାହିଁକି ପିଲାମାନେ ଆତ୍ମହତ୍ୟା କରି ମରୁଛନ୍ତି ଏବଂ ଏହି…
Read More...

ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟ ମଙ୍ଗଳବାର ନିମ୍ନ ଅଦାଲତ ବିଚାରପତି ଅର୍ଥାତ୍ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସିଭିଲ ଜଜ ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ନିମନ୍ତେ, ଜଣେ ପ୍ରାର୍ଥୀଙ୍କର ଅତି କମରେ ତିନି…
Read More...