Browsing Tag

Supreme Court

ବଢିଲା ଚିନ୍ତା, ଏଣିକି TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ

ଭୁବନେଶ୍ଵର: ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ । ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ସେମାନଙ୍କୁ ୨ ବର୍ଷରେ TET ପାସ୍‌ କରିବାକୁ ପଡ଼ିବ । ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍‌ ଅଛି…
Read More...

ବୁଲା କୁକୁର ମାନଙ୍କୁ ସାର୍ବଜନୀନ ସ୍ଥାନରେ ଦିଆଯିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ:- ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍‌ । କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ…
Read More...

ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:- ସୁପ୍ରିମକୋର୍ଟରୁ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ଜଷ୍ଟିସ୍ ବର୍ମା ତାଙ୍କ ଘରୁ ମିଳିଥିବା ପୋଡା ଟଙ୍କା ମାମଲାରେ ତଦନ୍ତ କମିଟିର ରିପୋର୍ଟକୁ ଅବୈଧ ଘୋଷଣା…
Read More...

ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:- ବିଜୁଳି ଗ୍ରାହକଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ । ସୁପ୍ରିମକୋର୍ଟ ଦେଲେ ବଡ ଝଟକା । ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ନ୍ୟାୟାଳୟ ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ…
Read More...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟକା

ବିହାର:- ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟ୍‌କା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଅଦାଲତ ରହିତାଦେଶ ଦେବାକୁ ମନା କରିଦେଇଛି। ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି…
Read More...

ସରକାରୀ ବାସଭବନ ଛାଡିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି, ନୋଟିସ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବସରର ଅନେକ ପରେ ମଧ୍ୟ ସରକାରୀ ବାସଭବନ ଖାଲି କରିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମାନ୍ୟବର କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏନେଇ ଏକ ଚିଠି ଲେଖିଛନ୍ତି…
Read More...

ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ

ନୂଆଦିଲ୍ଲୀ-: ଏବେ ପ୍ରତି ଶନିବାର ଖୋଲା ରହିବ ରେଜିଷ୍ଟ୍ରି ଅଫିସ୍ । ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ । ଏଭଳି ଏକ ବଡ଼ ପରିବର୍ତ୍ତନ ନିୟମ ଆଣିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିଜେ ଏହି ପରିବର୍ତ୍ତନ କରିଛି ।…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।…
Read More...

ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କଡ଼ା ସମାଲୋଚନା କରିଛନ୍ତି।   ସୁପ୍ରିମକୋର୍ଟ କହିଛନ୍ତି ଯେ, ଓପିଏସସି  ନିଜକୁ ବହୁତ ଉତ୍କୃଷ୍ଟ ବୋଲି ଭାବୁଛି ଏବଂ ସେଥିପାଇଁ କମିଶନ ଭୁଲ କରିବାକୁ ସ୍ୱୀକାର କରେ ନାହିଁ। ଉତ୍ତର ପତ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ଭୁଲ…
Read More...

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ-: ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ…
Read More...