Browsing Tag

strike

ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ, ସେପଟେ ଟଳିଲା ତେଲ ସଙ୍କଟ ଆଶଙ୍କା

ଭୁବନେଶ୍ଵର: ଜାରି ରହିଛି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଆଜିକୁ ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ ହୋଇଯାଇଛି । ସେପଟେ ଘରୋଇ ବସ୍ ଚଳାଚଳ କରୁନଥିବାରୁ…
Read More...

ଡ୍ରାଇଭର ଧର୍ମଘଟ: ପେଟ୍ରୋଲ ସଂକଟ ଆଶଙ୍କା

ଭୁବନେଶ୍ଵର: ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା । ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । କାଲି ପରି ଆଜି ତେଲ ପରିବହନ ବନ୍ଦ ରହିଲେ ଏଭଳି ସମସ୍ୟା ଉପୁଜିବା ନେଇ ଆଶଙ୍କା କରିଛି ସଂଘ । କାଲି ବହୁତ ପେଟ୍ରୋଲ ପମ୍ପ୍‌ରେ ପଟ୍ରୋଲ…
Read More...

ଡ଼୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି। ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାର୍କର ଓ୍ବେଲଫେୟାର ବୋର୍ଡରେ ଅଟୋ ଡ଼୍ରାଇଭରଙ୍କୁ ସାମିଲ କରିବା,…
Read More...

ଶିକ୍ଷକଙ୍କୁ ମାଡ ଉଦ୍ୟମ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତ ବରାହି ଉଚ୍ଚ ବିଦ୍ୟାଳୟର ସ୍କୁଲ ଶିକ୍ଷକଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ଅଭିଭାବକ କାଠ ଫାଳିଆରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ରହିଛି । ଏହାପରେ ବରାହି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିଲେ ଆନ୍ଦୋଳନରୁ…
Read More...

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ବଲାଙ୍ଗିରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବଲାଙ୍ଗିର : ଆଜି ୧୨ ଘଣ୍ଟା ବନ୍ଦ ରହିବ ବଲାଙ୍ଗିର । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଜାରି ରହିବ । ଏହି ସମୟ ମଧ୍ୟରେ ବଲାଙ୍ଗିରର ସମସ୍ତ ସରକାରୀ ବେସରକାରି ଅନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ବଲାଙ୍ଗିରରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପାଟଣାଗଡ…
Read More...

ଧାରଣାରେ ୩୫ ମୈାଜା କମିଟି; ବ୍ଲକ ଅଚଳ କରିବାକୁ ଚେତାବନୀ

ଚିଲିକା: ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଛି ଭସା ପୋଲ, ଡଙ୍ଗା ସହ ସମସ୍ତ ଜଳଯାତ୍ରା । ସାମାନ୍ୟ ବଚସାକୁ କେନ୍ଦ୍ରକରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ତିତିପ ଓ ଆଳୁପାଟଣା ମଧ୍ୟରେ ବିବାଦ ମଧ୍ୟରେ ଉଗ୍ରରୂପ ନେଇଛି । ସୂଚନା ମୁତାବକ, ୩୫ ମୈାଜା କମିଟିର ସମ୍ପାଦକ ବଟକୃଷ୍ଣ…
Read More...

ଦର ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେ ଶ୍ରୀଲଙ୍କାର ଜନତା

କଲମ୍ବୋ : ଶ୍ରୀଲଙ୍କାରେ ଧୀରେ ଧୀରେ ବଢିବାରେ ଲାଗିଛି ଶଙ୍କଟ । ସେଠାରେ ଆକାଶ ଛୁଆଁ ହେଲାଣି ଦରଦାମ୍ ବୃଦ୍ଧି । ଏପରିକି ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେଣି ସାଧାରଣ ଜନତା । ସରକାରଙ୍କ ଏପରି ଆଇନକୁ ବିରୋଧ କରି ଶ୍ରୀଲଙ୍କଲାର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଅଶନ୍ତୋଷ ।…
Read More...

୪ ଦଫା ଦାବି ନେଇ ପି.ପିଏଲ ସାର କାରଖାନାରେ ବିକ୍ଷୋଭ

(ପ୍ରଶାନ୍ତ ସ୍ୱାଇଁ): ୪ ଦଫା ଦାବୀକୁ ନେଇ ପି.ପିଏଲ ସାର କାରଖାନାରେ ଜମି ହରାଇଥିବା ଲୋକଙ୍କର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ । ପି.ପି.ଏଲ୍ ଜମିହରା ସମାଜ ମଙ୍ଗଳ କମିଟି ପକ୍ଷରୁ ଶତାଧିକ ଜମିହରା ପି.ପିଏଲ ମୁଖ୍ୟ ଫାଟକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ଯାଇ ପି.ପିଏଲ କାରଖାନାର…
Read More...

ଆଜି ୧୨ ଘଂଟିଆ ମୟୁରଭଞ୍ଜ ବନ୍ଦ

(ସୈାମ୍ୟ ରଞ୍ଜନ ବିଶ୍ୱାଳ): ବ୍ୟାପିବାରେ ହାଇକୋର୍ଟ୍ ସ୍ଥାୟୀ ବେଂଚ୍ ପ୍ରସଙ୍ଗ ନିଆଁ ଚାରି ଅଡେ ବ୍ୟାପିଥିବା ବେଳେ ମୟୁରଭଞ୍ଜ ତାର ପ୍ରଭବା ପଡିଛି । ମୟୁରଭଞ୍ଜ ଜିଲ୍ଲାରେ ବେଂଚ୍ ପ୍ରତିଷ୍ଠା କରିବା ଦାବିରେ ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଆଜି ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ…
Read More...