Browsing Tag

sri jagannath

ଜନ୍ମାଷ୍ଟମୀ ଉପଲକ୍ଷେ ମହାପ୍ରଭୁଙ୍କର ହୁଏ ଏହି ନୀତି… ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ପୁରୀ : ଲୀଳାମୟ ସେ କାଳିଆ ସାଆନ୍ତ । ତା’ ପାଖେ ହୁଏ ବାରମାସେ ତେର ପର୍ବ କେବେ ସେ ସୁନାରେ ସଜେଇ ହୁଏ ତ କେବେ ନିଏ ସେ ମା’ ଦେବକୀଙ୍କ ରୁପ । ହଁ ଆଜ୍ଞା ବିଶ୍ୱନିୟନ୍ତା ଶ୍ରୀ ହରି । କଳିଯୁଗେ ସେ ଶ୍ରୀ ଜଗନ୍ନାଥ ବେଶେ ରତ୍ନ ସିଂହାସନେ ବସନ୍ତି । ତାଙ୍କର ମାନବୀୟ ଲାଳା ଖେଳା ଭକ୍ତଙ୍କୁ କରେ…
Read More...

ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀରେ ହୁଏ ରାହୁରେଖା ଲାଗି ନୀତି

ଭୁବନେଶ୍ୱର : ରାହୁରେଖା ଲାଗି ନୀତି। ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି…
Read More...

ଖତ ହେଉଛି ଅର୍ପଣ ଚାଉଳ : ବାହାରକୁ ଯାଉଛି ବସ୍ତା ବସ୍ତା ଚାଉଳ

ଭୁବନେଶ୍ୱର : ଗାଁ ଗାଁ ବୁଲି ଅର୍ପଣ ଚାଉଳ ଗ୍ରହଣ କରିଥିଲେ । ଦ୍ୱାର ଦ୍ୱାର ମହାବାହୁଙ୍କ ଫୋଟୋ ବୁଲାଇ ଚାଉଳ ଧରି ଆସିଥିଲେ । ହେଲେ ଆଜି ଖତ ଖାଉଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପ୍ରାୟ ୧୦ ହଜାର କୁଇଣ୍ଟାଲର ଚାଉଳ ନଷ୍ଟ ହୋଇଗଲା । ଟ୍ରକ ଯୋଗେ ବସ୍ତା ବସ୍ତା ଚାଉଳ ବାହାରକୁ ନିଆଯାଉଛି ।…
Read More...

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ବେଶ

ଓଡିଶା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ସେହି ପର୍ବ ମଧ୍ୟରେ ରହିଛି ଅନେକ ବେଶ ତଥା ରୀତିନୀତି । ସେହି ରୀତିନୀତି ମଧ୍ୟରେ ଆଜି ହେଉଛି ମହାପ୍ରଭୁଙ୍କର ବନକଲାଗି ବେଶ । ଆଜି ମାଘ-କୃଷ୍ଣ ଚତୁର୍ଥୀ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତ ଅନୁଷ୍ଠିତ ହେବ। ଏଥି…
Read More...

ଶ୍ରୀମନ୍ଦିରରେ ବିରାଜିଲେ ଶ୍ରୀଜିଉ

ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ରତ୍ନ ବେଦୀରେ ବିରାଜମାନ କରିସାରିଛନ୍ତି ମହାପ୍ରଭୁ । ଆଜିଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି। ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ଦୀର୍ଘ ଏକ ମାସ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତ ଯୋଗୁ ଅନ୍ନ ଭୋଗ ବନ୍ଦ ଥିବା ବେଳେ ଆଜି ଠାରୁ…
Read More...

ଶ୍ରୀଜିଉ ଭଙ୍ଗା କିରିଟ ପିନ୍ଧିବା ନେଇ ଜଗନ୍ନାଥର ବିରୋଧ

ଗୋପ/ଜୟନ୍ତ କୁମାର ସେଠୀ: ସୁନା ବେଶରେ ମହାପ୍ରଭୁ ଭଙ୍ଗା କିରିଟ ପିନ୍ଧିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କୁ ଯେଭଳି ଭଙ୍ଗା କିରିଟ ପିନ୍ଧାଗଲା ତାହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଯେଉଁଠି ମହାପ୍ରଭୁଙ୍କର…
Read More...