Browsing Tag

Sports

ଧୋନୀଙ୍କ ଅକାଉଣ୍ଟରୁ ହଟିଲା ବ୍ଲୁ ଟିକ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୁଦ୍ଧରେ ଟ୍ୱିଟର ନେଇଛି ବଡ ପଦକ୍ଷେପ । ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି ଟ୍ୱିଟର । ଦୀର୍ଘ ଦିନ ଆକାଉଣ୍ଟରେ କୌଣସି ପୋଷ୍ଟ କରା ନଯିବାରୁ ବ୍ଲୁଟିକ ହଟାଇ ଦିଆଯାଇଥିବା…
Read More...

ପ୍ରଥମ ୱିକେଟ ଭାବେ ରୋହିତ ଫେରିଲେ ପାଭିଲିୟନ

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ଟ୍ରେଣ୍ଟ ବ୍ରିଜରେ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲୁ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ଭାରତ ନିଜର ପ୍ରଥମ ୱିକେଟ ହରାଇଛି । ଦଳ ପାଇଁ ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଇଂଲଣ୍ଡ…
Read More...

ଓଡ଼ିଶା କ୍ରିକେଟ୍ ଦଳର ନୂଆ କୋଚ୍ ୱାସିମ ଜାଫର

ଭୁବନେଶ୍ୱର: ଭୁବନେଶ୍ୱରରେ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ । ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ…
Read More...

ଟେଷ୍ଟ ସିରିଜରୁ ବାଦ ପଡିଲେ ଆଉ ଜଣେ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଆଉ ଏକ ବଡ ଝଟକା । ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଆଉ ଜଣେ ଖେଳାଳୀ ଫେରିଛନ୍ତି ସ୍ୱଦେଶ । ତେଣୁ ଇଂଲଣ୍ଡ ବିପକ୍ଷ ସିରିଜରୁ ସେ ବାଦ ପଡିଛନ୍ତି । ଭାରତୀୟ କ୍ରିକେଟ ଟିମର ପିଛା ଛାଡୁନି…
Read More...

ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଲଢେଇ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ । ୧୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ କୋରୋନା ପାଇଁ ବିଳମ୍ବରେ ଆରମ୍ଭ ହେଉଛି। ଗୋଟିଏ ପଟେ ଶିଖର ଧୱନଙ୍କ ନେତୃତ୍ଵାଧୀନ ଭାରତ ଦଳ ସୁସଜ୍ଜିତ ହୋଇ ଥିବାବେଳେ ଅନ୍ୟ ପଟେ…
Read More...

କୋରୋନାରେ ଭାରତୀୟ ଖେଳାଳୀ

ଲଣ୍ଡନ(ରିପୋର୍ଟର୍ସ ଟୁଡେ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ଏବେ ସେ ଇଂଲଣ୍ଡରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ହୋମ…
Read More...

ଟୋକିଓ ଅଲିମ୍ପିକ୍ସ ଖେଳିବେ ଦୀପଗ୍ରେସ୍ ଏକ୍କା

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍‌ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍‌ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ ।…
Read More...

ସେପ୍ଟେମ୍ବରରେ ହୋଇପାରେ ଆଇପିଏଲ୍‌ର ବଳକା ମ୍ୟାଚ୍ :ବିସିସିଆଇ

ଆଇପିଏଲ୍ ୨୦୨୧ର ବାକି ମ୍ୟାଚ୍‌ର ଆୟୋଜନ ଟି-୨୦ ବିଶ୍ଵ କପ୍‌ ପୂର୍ବରୁ  ହୋଇପାରେ। ଲିଗ୍‌ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ କରାଯାଇପାରେ। ଆଇପିଏଲ୍ ୨୦୨୧ରେ ଅନେକ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍‌ର ୧୪ଶ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ…
Read More...

ଆଇପିଏଲରୁ ବାଦ୍ ପଡିଲେ ଷ୍ଟୋକ୍ସ

ଜୟପୁର: ଚଳିତ ଆଇପିଏଲ ସିଜନ ରାଜସ୍ଥାନ ରୋୟଲ୍ସ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି । ଦଳର ମୁଖ୍ୟ ଖେଳାଳୀ ବେନ ଷ୍ଟୋକ୍ସ ଚଳିତ ଆଇପିଏଲ ସିଜନରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡିଛନ୍ତି । ଭିଭୋ ଆଇପିଏଲର ୧୪ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ ବିରୁଦ୍ଧରେ ଆହତ…
Read More...

ଆଇପିଏଲ ମହାସମରରେ ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ । ଉଭୟ ଦଳରେ ବିସ୍ଫୋରକ ଖେଳାଳୀ ମାନଙ୍କର ରହିଛି ଲମ୍ବା ଲାଇନ, ତେଣୁ ଆଜିର ମ୍ୟାଚ ନିଶ୍ଚୟ ବଡ ସ୍କୋର ବିଶିଷ୍ଟ ହେବ ବୋଲି ଆଶା ରହିଛି । ପାଳି ଆରମ୍ଭରୁ ଜୋସ ବଟଲରଙ୍କ ଭଳି ଜଣେ…
Read More...