Browsing Tag

Sports

ବିରାଟଙ୍କୁ କୋହଲୀଙ୍କୁ ସମାଲୋଚନା

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ…
Read More...

ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି । ଏହି ମ୍ୟାଚରେ ଭାରତ…
Read More...

ଗୋଲ୍ଡେନ ବୟ ନୀରଜଙ୍କୁ ପୁଣି ସଫଳତା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର ଅପେକ୍ଷାରେ ସେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ । ତେବେ ଏଭଳି ଏକ ମହାନ ସଫଳତା ଭାରତ ମାକୁ ଦେବା ପରେ ଏବେ ସେ…
Read More...

ସମଗ୍ର ସିରିଜରୁ ବାଦ ପଡିଲେ ବ୍ରଡ

ଲର୍ଡ୍ସ: ଭାରତ–ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ଧୋଇଗଲା ପରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଉଭୟ ଦଳ ଆଜି ସିରିଜର ପ୍ରଥମ ବିଜୟ ପାଇଁ ଲଢେଇ ଆରମ୍ଭ କରିବେ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି…
Read More...

ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳତା

ଭୁବନେଶ୍ୱର(ସ୍ମୃତି ରଞ୍ଜନ): ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଆଜି କେବଳ ଓଡିଶା ନୁହେଁ, ସାରା ବିଶ୍ୱ ପାଇଁ ଏହା ଏବେ ରାଜ୍ୟର ଏକ ଅନ୍ୟତମ ପରିଚୟ । ବିଶ୍ୱ ଇତିହାସରେ ଏକ ଭିନ୍ନ ଛାପ ସୃଷ୍ଟି କରିଛି ଓଡିଶାର କଳିଙ୍ଗ ଷ୍ଟାଡିୟମ । ଆଜି ଏଠାରେ ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ…
Read More...

ଜାରି ହେଲା ଆଇସିସି ମାନ୍ୟତା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଜାରି କରିଛି ନୁତନ ଟେଷ୍ଟ ମାନ୍ୟତା । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ପଛରେ ପକାଇ ଦେଇଥିବା ଜଣାଯାଇଛି । ବିରାଟଙ୍କୁ ଅତିକ୍ରମ କରି ରୁଟ ପହଞ୍ଚିଛନ୍ତି ଚତୁର୍ଥ ସ୍ଥାନରେ । ତେବେ ଶୀର୍ଷରେ…
Read More...

ଆଇପିଏଲ ପାଇଁ ନୂଆ ନିୟମ

ଦୁବାଇ(ରିପୋର୍ଟର୍ସ ଟୁଡେ): ଚଳିତ ଆପିଏଲର ବଳକା ମ୍ୟାଚକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ ଖେଳାଯିବ । ମୋଟ ବାକି ଥିବା ୩୧ଟି ମ୍ୟାଚ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ,ଶାରଜାହ ଏବଂ ଆବୁଧାବିରେ…
Read More...

ସ୍ୱଦେଶ ଫେରିଲେ ଅଲିମ୍ପିକ ହିରୋ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ…
Read More...

ମଉଳିଗଲା ଭାରତର ବିଜୟ ଆଶା

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ସହଜସାଧ୍ୟ ବିଜୟ ଆଶାକୁ ଧୋଇନେଇଛି ବର୍ଷା । ଭାରତ-ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଉପରେ ବର୍ଷାର ପଡିଛି କୋପ ଦୃଷ୍ଟି । ଲଗାତାର ବର୍ଷା ପାଇଁ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଟେଷ୍ଟକୁ ଡ୍ର କରାଯାଇଛି । ଏଥିସହିତ ଭାରତର ବିଜୟ ଆଶା ମଧ୍ୟ ମଉଳିଯାଇଛି । ମ୍ୟାଚର…
Read More...

ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକର ଆଶା ଆହୁରି ବଢିଯାଇଛି ।…
Read More...