ଦୌଡ ରାଣୀ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’
(ଭୁବନେଶ୍ୱର) : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୌଡରାଣୀ ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍ନି ପୁରସ୍କାର’ । ଏ ନେଇ ଛତିଶଗଡ଼ ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହି ଖବର ଶୁଣିବା ପରେ ଦୂତି ଟ୍ୱିଟ୍ କରି ନିଜ ପ୍ରଶଂସକଙ୍କୁ ଅବଗତ କରାଯାଇଛନ୍ତି । କରୋନା…
Read More...
Read More...