ସେପ୍ଟେମ୍ବରରେ ହୋଇପାରେ ଆଇପିଏଲ୍ର ବଳକା ମ୍ୟାଚ୍ :ବିସିସିଆଇ
ଆଇପିଏଲ୍ ୨୦୨୧ର ବାକି ମ୍ୟାଚ୍ର ଆୟୋଜନ ଟି-୨୦ ବିଶ୍ଵ କପ୍ ପୂର୍ବରୁ ହୋଇପାରେ। ଲିଗ୍ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ କରାଯାଇପାରେ। ଆଇପିଏଲ୍ ୨୦୨୧ରେ ଅନେକ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍ର ୧୪ଶ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ…
Read More...
Read More...