Browsing Tag

special story

ଆସୁଛନ୍ତି ମା’, ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ଭୁବନେଶ୍ଵର: ଋତୁ ଚକ୍ରର ତାଳେ ତାଳେ ବଦଳି ଥାଏ ପ୍ରକୃତିର ଚିତ୍ର । ବିଶେଷ କରି ଶରତ ରୂତୁରେ ଧରଣୀର ଶୋଭା ବଢାଇଥାଏ କାଶତଣ୍ଡି ଫୁଲ । ମନେହୁଏ ସତେଯେମିତି ଧଳା ଚାଦର ବିଛାଇ ଦେଇଛନ୍ତି ସ୍ୱର୍ଗର କେଉଁ ଦେବଦୂତ । ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି ରାଣୀ କାଶତଣ୍ଡି…
Read More...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଆସନ୍ତାକାଲି ପୃଥିବୀ….

ଭୁବନେଶ୍ଵର: ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ 2025 ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏହି ବର୍ଷ ଘଟିବାକୁ ଥିବା ଘଟଣା ସହିତ ଯୋଡାଯାଉଛି। କେତେବେଳେ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ତ କେତେବେଳେ ବିଶ୍ୱର ଅନ୍ତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି।…
Read More...

କାହିଁକି ଶ୍ରାବଣ ମାସରେ ଆମିଷ ଖାଆନ୍ତି ନାହିଁ ଲୋକେ, ଜାଣନ୍ତୁ କାରଣ…

ଭୁବନେଶ୍ଵର: ଭଗବାନ ଶିବଙ୍କ ଶ୍ରାବଣ ମାସ ଆସନ୍ତା ୧୧ତାରିଖରୁ ଆରମ୍ଭ ହେଉଛି। ଆସନ୍ତା ୧୪ ତାରିଖରେ ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଲୋକମାନେ ନିଜ ନିଜ ଶୈଳୀରେ ଶିବଙ୍କୁ ପୂଜା ଆରଧନା କରନ୍ତି। ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ। ଏହି ମାସରେ…
Read More...

କେଉଁଠୁ ଜନ୍ମ ନେଲା ମରାଠୀ ଭାଷା, କଣ କୁହେ ଇତିହାସ

ନୂଆଦିଲ୍ଲୀ: ମରାଠୀ ଭାଷା ଭାରତର ପ୍ରମୁଖ ଭାଷା ମଧ୍ୟରୁ ଗୋଟିଏ। ଅନେକ ଲୋକ ଏହି ଭାଷା ବ୍ୟବହାର କରନ୍ତି। କିନ୍ତୁ ମରାଠୀ ଭାଷାକୁ ନେଇ ଦିନକୁ ଦିନ ଅନେକ ବିବାଦ ଉପୁଜିବାରେ ଲାଗିଛି। କିଛି ଦିନ ତଳେ ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ମିଠା ଦୋକାନୀ ମରାଠୀ ଭାଷା କହି ନ ପାରିବାରୁ ତାଙ୍କୁ…
Read More...

ଅଜବ ଏହି ଅଞ୍ଚଳର ନିୟମ: ବାରାତୀ ନେଇ ଆସେ କନିଆଁ, ବରର ହୁଏ ବିଦାୟୀ

ନୂଆଦିଲ୍ଲୀ: ବିବିଧତାର ଦେଶ ଭାରତ । ଯାହାର ପ୍ରତି କୋଣ ଅନୁକୋଣରେ ଆପଣ ରୀତିନୀତି, ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ପାଇବେ। ସମାନ ଧର୍ମ ପାଳନ କରୁଥିବା ଲୋକଙ୍କ ସଂସ୍କୃତିରେ ଆପଣ ବିବିଧତା ପାଇବେ। ବିବାହ ସଂସ୍କୃତି ବିଷୟରେ ମଧ୍ୟ କିଛି ସମାନ କଥା ଅଛି। ଦେଶର ପ୍ରତ୍ୟେକ ଅଞ୍ଚଳରେ…
Read More...

ବିଶ୍ବ ସଙ୍ଗୀତ ଦିବସ : ଜୀବନ ଓ ମୃତ୍ୟୁ ବି ଛନ୍ଦି ହୋଇଥାଏ ସଂଗୀତର ସୁରରେ

ଭୁବନେଶ୍ୱର: ବିଶ୍ବ ସଙ୍ଗୀତ ଦିବସ । ପ୍ରତିବର୍ଷ ଜୁନ୍ ୨୧ରେ ପାଳନ କରାଯାଉଥିବା ସଂଗୀତ ଦିବସର ଲକ୍ଷ୍ୟ ହେଉଛି ସଂଗୀତର ବିବିଧତା ଏବଂ ଏହାର ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସମସ୍ତ ପ୍ରକାର ସଂଗୀତକୁ ବିସ୍ତାର କରିବା। ପ୍ରତ୍ୟେକ ବର୍ଷ ବିଶ୍ବ ସଙ୍ଗୀତ ଦିବସର ଏହି…
Read More...

ଔଷଧୀୟ ଗୁଣରେ ଭରପୁର ଅପରାଜିତା ଫୁଲ

ଭୁବନେଶ୍ୱର:  ଅପରାଜିତା । ଏ ଏମିତି ଏକ ଫୁଲ ଯାହା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟି । ଏହା ଯେଉଁଠି ନାହିଁ ସେଇଠି ଲଟା ପରି ମାଡିଯାଏ । ଆୟୁବେଦରେ ଏହି ଫୁଲଟିକୁ ଜଡିବୁଟି ଭାବେ ବ୍ୟବହାର କରାଯାଏ । ବିଶେଷ କରି ବର୍ଷା ଋତୁରେ  ଏହି ଫୁଲ ଅଧିକ ଫୁଟିଥାଏ ।…
Read More...

ବାରଟା ବାଜୁ ନ ଥିବା ଘଣ୍ଟା

ସୋଲୋଥନ: ଦର୍ଶକ ବନ୍ଧୁ କୁହାଯାଏ ସମୟ କେବେ ବି ଅଟକେ ନାହିଁ  । ଆମକୁ ସମୟ ହିସାବରେ ଚାଲିବାକୁ ପଡେ । ନା ସେ କେବେ କମି ଯାଏ ନା ବଢିଯାଏ । ସମସ୍ତଙ୍କ ପ୍ରତି ସମାନ ହୋଇଥାଏ । ଘଣ୍ଟାର ପ୍ରତିଟି ସେକେଣ୍ଡ ଆମ ପାଇଁ ବେଶ ମହତ୍ୱ ରଖିଥାଏ । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ ଏକ ଏମିତି ସହର…
Read More...

ଘରୁ ବ୍ରଜକାପ୍ତା ଉଦ୍ଧାର

ବିନିକା:ପୁଣି ବ୍ରଜକାପ୍ତା ଉଦ୍ଧାର କଲା ବନବିଭାଗ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗିନ୍ଦ୍ର ଭୋଇଙ୍କ ଘରୁ ବିନିକା ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏନେଇ ବନବିଭାଗ ତଦନ୍ତ ପ୍ରକିୟା ଆରମ୍ଭ କରିଛି । ସୂଚନାଅନୁଯାୟୀ, ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର…
Read More...

୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ:୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ଦୋଷୀ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ କୋର୍ଟ ରେ ରାୟ ପ୍ରକାଶ କରିଛନ୍ତି । ଯାହାକି ଭାରତ ଇତିହାସର ପ୍ରଥମ ଥର ଏଭଳି ରାୟ ଶୁଣାଇଛନ୍ତି ମାନ୍ୟବର ସ୍ୱତନ୍ତ୍ର କୋର୍ଟ । ୪୯ ଦୋଷୀଙ୍କ ମଧ୍ୟମରୁ…
Read More...