ପିଲାଙ୍କ ପାଇଁ ନିର୍ମାଣ ହେଲା ଧାନବି ପାର୍କ
ଜୟପୁର/ ମନୋଜ ଦାସ: କୋରାପୁଟ ଜିଲ୍ଲା ଜୟପୁର ସହରର ହାଟ ପଦା ନିକଟରେ ଥିବା ବାବୁ ସୁନାରୀ କଲୋନୀ ଏହି ଅଂଚଳ ଲୋକମାନେ ଦୀର୍ଘ ଦିନ ହେଲା ଜୟପୁର ମୁନିସିପଲଟି କୁ ଜଣାଇ ଆସୁ ଥିଲେ ପିଲାମାନେ ଖେଳିବା ପାଇଁ ଗୋଟିଏ ପାର୍କ ନିର୍ମାଣ କରିବା ପାଇଁ ଶେଷରେ ଜୟପୁର ମୁନିସିପଲଟି ପାର୍କ ନିର୍ମାଣ କରି…
Read More...
Read More...