Browsing Tag

Smruti Ranjan

୨୦୨୨ରେ ହରଭଜନଙ୍କ ନୂଆ ଅବତାର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି । ୨୦୨୧ ଆଇପିଏଲ ସିଜନର ପ୍ରଥମ ପର୍ଯ୍ୟାୟରେ ଭଜ୍ଜି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ କିଛି ମ୍ୟାଚ ଖେଳିଥିଲେ ।…
Read More...

ତାରା ତାରିଣୀ ପୀଠରେ ସମବାୟବିତଙ୍କ ସମ୍ମିଳନୀ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ଗଞ୍ଜାମ ଓ ଗଜପତି ଜିଲ୍ଲାର ବରିଷ୍ଠ ସମବାୟବିତ ମାନଙ୍କୁ ନେଇ ଏକ ସମ୍ମିଳନୀ ଦକ୍ଷୀଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲା ସମବାୟ ସଂଘର ପୂର୍ବତନ ସଭାପତି ସନାତନ ସଂଗ୍ରାମ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ…
Read More...

‘କଞ୍ଚା ଲଙ୍କା’ ପ୍ରଡକ୍ସନ ହାଉସକୁ ବିରୋଧ

ପୁରୀ(ଜୟନ୍ତ କୁମାର ସେଠୀ); "କଞ୍ଚା ଲଙ୍କା" ପ୍ରଡକ୍ସନ ହାଉସ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିଚି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା । ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ା. କନୱାର ଵିଶାଲ ସିଂହଙ୍କ ନିକଟରେ ଦାବୀ ପତ୍ର ପ୍ରଦାନ କରାଯାଇଛି। କଞ୍ଚା ଲଙ୍କା ନାମକ ଏକ ପ୍ରଡକ୍ସନ ହାଉସ…
Read More...

ପ୍ରବାସୀଙ୍କୁ ନେଇ ଚିନ୍ତାରେ ଗଞ୍ଜାମ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ଗୁଜୁରାଟରୁ ଗଞ୍ଜାମକୁ ହଜାର ହଜାର ଲୋକ ପ୍ରତିଦିନ ଯିବା ଆସିବା କରୁଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଗଞ୍ଜାମ ବାସି । ଦେଶରେ ଓମିକ୍ରନ ଚି଼ହ୍ନଟ ହୋଇଥିବା ବେଳେ ଗୁଜୁରାଟର ଆକ୍ରାନ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ପାଇଁ ଚିନ୍ତା ଜନକ । ଗଞ୍ଜାମର ପ୍ରାୟ…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି

ପୁରୀ(ଜୟନ୍ତ କୁମାର ସେଠୀ): ସ୍କୁଲ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ନେଇ ଉଠିଛି ଦାବି । ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ ଶାଖା ପକ୍ଷରୁ ପୁରୀ ଏକ ଶୋଭାଯାତ୍ରା କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀ…
Read More...

ବେଲଗୁଣ୍ଠା ଓ ଗାଙ୍ଗପୁର ଥାନାର ତିନି ଗୃହରକ୍ଷୀ ପୁରସ୍କୃତ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣିଦେଇଛି । ସୂଚନା ଅନୁସାରେ ଗାଙ୍ଗପୁର ଥାନାରେ ଗୃହରକ୍ଷୀ ଭାବେ କାର୍ୟ୍ୟରତ ରାମେଶ୍ୱର ପାତ୍ର ନିଜର କାର୍ୟ୍ୟ…
Read More...

ଚାଲିଗଲେ ନନ୍ଦ ସାର

ଭୁବନେଶ୍ୱର: ୧୦୪ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ପରଲୋକ ଘଟିଛି । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ କୋରୋନା ସହ ଲଢେଇ କରୁଥିଲେ ନନ୍ଦ ସାର । ଗତ କିଛି ଦିନ ତଳେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ଏଜାଜଙ୍କୁ ମିଳିଲା ଖାସ ଉପହାର

ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ ପଟେଲ । ଏଭଳି ଏକ ଅପୂର୍ବ ଉପଲବ୍ଧି ପରେ ଟିମ ଇଣ୍ଡିଆ ତରଫରୁ ଏଜାଜଙ୍କୁ ଏକ ଖାସ ଉପହାର ପ୍ରଦାନ…
Read More...

ବୀରମିତ୍ରପୁରର ସୁନା ଝିଅ ମଞ୍ଜୁ

ସମ୍ବଲପୁର: ଘୋଷଣା ହୋଇଛି ୧୦ ବର୍ଷରୁ କମ ଭାରତୀୟ ଫୁଟବଲ ଟିମ । ଏହି ଦଳରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜିଲ୍ଲା ବୀରମିତ୍ରପୁରର ମଞ୍ଜୁ ଗଞ୍ଜୁ । ଜଣେ ଦକ୍ଷ ଗୋଲ କିପର ଭାବରେ ସେ ନିଜ ସ୍ଥାନ ଏହି ଦଳରେ ପକ୍କା କରିଛନ୍ତି । ମଞ୍ଜୁଙ୍କର ଏହି ବିରାଟ ସଫଳତା ପରେ କୋଚ ମମତା ସାମନ୍ତ ତାଙ୍କୁ…
Read More...

ବିଜେଡିର ମିଶ୍ରଣ ପର୍ବ; ଯୋଗ ଦେଲେ ଶତାଧିକ କର୍ମୀ

ଡେରାବିଶ: କେନ୍ଦ୍ରାପଡା ସଦର ମହକୁମା ନିକଟସ୍ଥ ଜଣ୍ଟିଲୋ ଡାକବଙ୍ଗଳାରେ ବିଜେଡିର ଏ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ କରିଥଲେ । ସେହିପରି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବଂ ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ…
Read More...