Browsing Tag

Smruti Ranjan

କୁଖ୍ୟାତ ଲୁଟେରା ଡେଙ୍ଗା ବାବୁଲି ଗିରଫ

କଟକ(ଜଗନ୍ନାଥ ମହାନ୍ତି): ଗିରଫ ହେଲା ମୋଷ୍ଟ ୱାଣ୍ଟେଡ ଡେଙ୍ଗା ବାବୁଲି । ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ଖସିବା ପରେ ଆଜି ଗିରଫ ହୋଇଛି କୁଖ୍ୟାତ ଲୁଟେରା ପ୍ରଭାତ କୁମାର ମହାକୁଡ ଔରଫ ଡେଙ୍ଗା ବାବୁଲି । ମଧୁପାଟଣା ଥାନାରେ ରୁଜୁ ହୋଇଥିବା ସୁନା ଚେନ ଚୋରି ମାମଲାରେ ତାକୁ ଆଜି ଗିରଫ କରି…
Read More...

ହିଟମ୍ୟାନଙ୍କ ହାତରେ ବଡ ସଫଳତା

ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି ପାଇଲେ ରୋହିତ ଶର୍ମା । ସବୁ ବାଦ ବିବାଦର ଅନ୍ତ ଘଟାଇଛି ବିସିସିଆଇ । ଦୀର୍ଘ ଦିନ ଧରି…
Read More...

ଭାରତ ପାଇଁ ରୌପ୍ୟ ଆଣିଲେ ଝିଲି

ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି । ଏହି ପ୍ରତିଯୋଗିତାରେ କିଙ୍ଗସଲି ୧୬୮କେଜି(୭୨ ୯୬)ର ଓଜନ ଉଠାଇଥିବା ବେଳେ ଭାରତର ଝିଲି…
Read More...

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବାକୁ ଆସି ଫସିଗଲା ଭାଲୁ । କୂଅରେ ପଡି ଛଟପଟ ହେଉଛି ଭାଲୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁର । ଗାଁର କିଛି ବ୍ୟକ୍ତି ସେହି ବାଟ ଦେଇ ଯାଉଥିବା ବେଳେ ଗର୍ଜନ ଶୂଣି କୂଅ ପାଖକୁ ଯିବାରୁ କୂଅରେ ଭାଲୁଟି ପଡିଥିବାର…
Read More...

CDSଙ୍କ ହେଲିକପ୍ଟର କ୍ରାସ; ଗୁରୁତର ବିପିନ ରାୱତ

ତାମିଲନାଡୁ: ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ହେଲିକପ୍ଟର । ଦୁର୍ଗଟଣାରେ ୪ ଜଣଙ୍କ ମୃତ୍ୟୁ । ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଏବଂ ଜଣେ ସେନାଙ୍କର ମୃତ୍ୟୁ । ତଦନ୍ତ ନିର୍ଦ୍ଦେଶ ଦେଲା ବାୟୁସେନା ।…
Read More...

ରାଇରଙ୍ଗପୁରରେ କ୍ରିକେଟ ଟୁର୍ଣ୍ରାମେଣ୍ଟ ଉଦଘାଟିତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ମହୁଲଡିହା ପଡିଆରେ ୨୨ତମ ଆନ୍ତରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ରାଇରଙ୍ଗପୁରର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଆଶୁତୋଷ ନାଏକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ଟଙ୍କା ବନେଇ ଦେଲା ମାତୃହନ୍ତା

ଚଣ୍ଡିଖୋଲ: କାଳ ହେଲା ଟଙ୍କାର ନିଶା । ନିଜ ମାଆର ସ୍ନେହ ଆଗରେ ବଡ ହୋଇଗଲା ଟଙ୍କାର ଲୋଭ । ଭୁଲିଗଲା ପିଲାଦିନ, ଭୁଲିଗଲା ମାଆର କୋଳ । ସମାନ୍ୟ ଟଙ୍କା କେଇଟା ଲୋଭରେ ମାତୃହନ୍ତା ସାଜିଲା ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବଡଚଣା ଗାଁରେ । ଖବର…
Read More...

ଟାଟା ଏସିଇରୁ ଜବତ ହେଲା ୯୬ କେଜି ଗଞ୍ଜେଇ

ଗଞ୍ଜାମ(ରଜନୀ କାନ୍ତ ପାତ୍ର): ଟାଟା ଏସିଇରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଘଟଣାରେ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଗଞ୍ଜାମ ଭଞ୍ଜନଗର ସୋରଡ଼ା ଥାନା ପୋଲିସ ଦ୍ୱାରା ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଖବର ଅନୁଯାୟୀ, ଜାତୀୟ ରାଜପଥ ୫୯ ପାଟପୋଲି ଛକ…
Read More...

ଓଡିଶାକୁ ଆସୁଛି ଓମିକ୍ରନ

ଭୁବନେଶ୍ୱର: ଓଡିଶାରେ ଓମିକ୍ରନର ଏଣ୍ଟ୍ରି । ଆଟ ରିସ୍କରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ କୋରୋନା ପଜିଟିଭ । ସମସ୍ତଙ୍କ ନମୁନା ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ଏ ନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସୂଚନା ଅନୁସାରେ, ଗତକାଲି ଆଟ ରିସ୍କରୁ ମୋଟ ୯୮୨…
Read More...

ଅଞ୍ଚଳବାସୀଙ୍କୁ ପ୍ରତାରଣା ନେଇ ଅଭିଯୋଗ

ପାରାଦ୍ୱୀପ(ପ୍ରଶାନ୍ତ କୁମାର ସ୍ୱାଇଁ): ଧୀରେ ଧୀରେ ଅଶାନ୍ତ ହୋଇପଡୁଛି ଢ଼ିଙ୍କିଆ ଅଞ୍ଚଳ । ଚାଲିଛି ଘନଘନ ବୈଠକ । ଭିଟାମାଟିର ସୁରକ୍ଷା ପାଇଁ, ଗ୍ରାମର ସମସ୍ତେ ଏକତ୍ରିତ ହୋଇ ଚଳାଇଛନ୍ତି ପ୍ରସ୍ତୁତି । ପ୍ରଶାସନ ତରଫରୁ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ପ୍ରତାରଣା ନେଇ ଢ଼ିଙ୍କିଆ ଗ୍ରାମବାସୀ…
Read More...