Browsing Tag

shilasmita

ଗୋଟିଏ ପଟେ ସମ୍ମାନ, ଅନ୍ୟ ପଟେ ହାଜିରା ପାଇଁ ନୋଟିସ

(ଆଦର୍ଶ ରାଉତ) ଭୁବନେଶ୍ୱର: ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀମାନଙ୍କୁ ଉଲ୍ଲେଖମୂଳକ କାର୍ଯ୍ୟ ପାଇଁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ ହୋଇଛି । ତାଲିକାରେ ଖୋର୍ଦ୍ଧା ଥାନା ଅଧିକାରୀ ବିକ୍ରମ…
Read More...

ବଜେଟରେ ଗ୍ରାମାଞ୍ଚଳ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗ୍ରାମାଞ୍ଚଳ ବିକାଶକୁ ଚଳିତ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲପିଜି ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପିଏମଏୱାଇ-ଗ୍ରାମୀଣ ଯୋଜନାରେ ୧.୯୫ କୋଟି ଲୋକଙ୍କ ପାଇଁ ଗୃହ ଯୋଗାଇ ଦିଆଯିବ। ୨୦୨୧-୨୨…
Read More...

ଜଳୁଛି ରାଜ୍ୟ, ୬ ଜିଲ୍ଲାର ତାତି ୪୫ ଡିଗ୍ରି ଉପରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ତାତିରେ ସମଗ୍ର ରାଜ୍ୟ ଜଳୁଛି । ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୫ ଡିଗ୍ରି ଉପରେ ଥିବା ବେଳେ ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ପଶ୍ଚିମ…
Read More...

ଏକ ଦଶକରେ ୫୩,୩୩୪ ବ୍ୟାଙ୍କ ଠକେଇ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବଢି ଚାଲିଛି । ଗତ ୧୧ ବର୍ଷ ମଧ୍ୟରେ ସାରା ଦେଶରେ ମୋଟ ୫୩,୩୩୪ଟି ବ୍ୟାଙ୍କ ଠକେଇ ହୋଇଥିôଛି । ଏଥିରେ ମୋଟ ୨ ଲକ୍ଷ କୋଟି ଟଙ୍କା ହୋଇଥିôବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଆଇସିଆଇ ବ୍ୟାଙ୍କରେ ମୋଟ…
Read More...

କୋର୍ଟ ପରିସରରେ ବାର କାଉନସିଲ ମୁଖ୍ୟଙ୍କୁ ଗୁଳିକରି ହତ୍ୟା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ଦୁଇ ଦିନ ତଳେ ନିର୍ବାଚିତ ହୋଇଥିଲେ ଦରଭେଶ ଯାଦବ । କିନ୍ତୁ ଆଜି ସର୍ବସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟା ପୁଣି ତାଙ୍କ ଜଣେ ବାର ସଦସ୍ୟ କରିଛନ୍ତି । ଆଗ୍ରା ଜିଲ୍ଲା କୋର୍ଟରେ ଆଜି…
Read More...

ଡିଆରଡିଓର ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର ସଫଳ ପରୀକ୍ଷଣ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡ଼ିଓ) ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ପରୀକ୍ଷଣ କରି ସଫଳତା ହାସଲ କରିଛି । ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର(ଏଚଏସଟିଡ଼ି)ର ଉତକ୍ଷେପଣ ହୋଇଥିଲା । ଭଦ୍ରକ…
Read More...

ବିମାନ ଅପହରଣ ଗୁଜବ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ କୋଟି ଟଙ୍କା ଜରିମାନା

(ଶିଳାସ୍ମିତା ରାୟ)ଭୁବନେଶ୍ୱର: ୨୦୧୭ରେ ଜେଟ ଏୟାର ୱେଜକୁ ଧମକପୂର୍ଣ୍ଣ ଚିଠି ଦେଇ ଏବେ ବିରଜୁ ସଲ୍ଲାଙ୍କୁ ମହଙ୍ଗା ପଡିଛି । ଏହି ମାମଲାର ଶୁଣାଣି କରି ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ କୋଟି ଟଙ୍କା ଜରିମାନା କରିଛନ୍ତି । ଆଣ୍ଟି ହାଇଜେକିଂ…
Read More...

ପଶ୍ଚିମବଙ୍ଗରେ ପୁଲିସ ବିଜେପି ମୁହାଁମୁହିଁ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୁଣି ଆଜି ପଶ୍ଚିମବଙ୍ଗରେ ବିଜେପି ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ମମତାଙ୍କ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଲୁହ ବୁହା ଗ୍ୟାସ ସହିତ ପାଣି ପ୍ରୟୋଗ କରିଥିଲା । ପୁଲିସର ଏପରି କାର୍ଯ୍ୟରେ ବିଜେପି କର୍ମୀଙ୍କ ମଧ୍ୟରେ…
Read More...

ପାକ୍ ଆକାଶପଥ ବ୍ୟବହାର କରିବେନି ପ୍ରଧାନମନ୍ତ୍ରୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୧୩-୧୪ରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନର ରାଜଧାନୀ ବିଶକେକ ପାକିସ୍ତାନ ଦେଇ ଯିବେ ନାହିଁ । ଶେଷ ମୁହୁର୍ତ୍ତରେ ଏପରି ନିଷ୍ପତ୍ତି ନିଆଯାଇଛି । ଓମାନ,…
Read More...

ଫୋର୍ବସ ତାଲିକାରେ ବିରାଟ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଶ୍ୱର ୧୦୦ ଧନୀ ଖେଳାଳି ତାଲିକାରେ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ୍ କୋହଲିଙ୍କୁ ସ୍ଥାନ ମିଳିଛି । ଫୋର୍ବସ୍ ପତ୍ରିକା ପକ୍ଷରୁ ବିଶ୍ୱର ୧୦୦ ଧନୀ ଖେଳାଳିଙ୍କ ନାମ ଘୋଷଣା ହୋଇଛି । ୱାନଡେ ଏବଂ ଟେଷ୍ଟ୍ ମ୍ୟାଚରେ ନଂ ୧ ବ୍ୟାଟସ ମ୍ୟାନ୍ ବିରାଟଙ୍କୁ ଏହି…
Read More...