Browsing Tag

Salepur

ନଦୀରେ ଭାସୁଛି ଅଜଣା ଶବ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଲୁଣା ନଦୀ କୁଳଗାଁଇଶାଳୋ ମଙ୍ଗଳା ଘାଟ ନିକଟରେ ନଦୀରେ ଲାଗିଛି ଅଜଣା ମୃତ ଦେହ । ସୁଚନା ମୁତାବକ କୁଳଗାଁଇଶାଳୋ ଗାଁ ଲୋକେ ନଦୀରେ ଗାଧୋଇବାକୁ ଯାଉଥିବା ସମୟରେ ଏକ ଅଜଣା ଯୁବକ ର ମୃତ ଦେହ ଲାଗିଥିବା ଦେଖି…
Read More...

ସାଲେପୁରକୁ ସବ୍ ଡି ଭିଜନ୍ ମାନ୍ୟତା ଦାବି କରିଛି ସାଲେପୁର ଟାଙ୍ଗୀ ବିକାଶ ମଞ୍ଚ

ସାଲେପୁର/ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁରକୁ ସବ୍ ଡି ଭିଜନ୍ ମାନ୍ୟତା ଦାବି କରିଛି ସାଲେପୁର ଟାଙ୍ଗୀ ବିକାଶ ମଞ୍ଚ। ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ମଞ୍ଚର ଅଧ୍ୟକ୍ଷ ବିଶେଶ୍ୱର ସ୍ୱାଇଁ । ସାଲେପୁର କଟକ ଜିଲ୍ଲାର ଏକ ପ୍ରମୁଖ ସହର। ଏଠାରେ ସବୁ ବିଭାଗର ଅଫିସ ଏବଂ…
Read More...

ସାଲେପୁର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ସାଲେପୁର/ତାରାକାନ୍ତ ନାୟକ : ସାଲେପୁର ଅଞ୍ଚଳରେ ବିଭିନ୍ନ ସରକାରୀ କାଯ୍ୟାଳୟରେ ବେଆଇନ କାର୍ଯ୍ୟ ଓ ଲାଞ୍ଚ କାରବାର ଚାଲିଥିବା ନେଇ ସାଲେପୁର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ସରକାରୀ କର୍ମଚାରୀ ମାନେ ଶାସକଦଳର ହାତବାରିସି ସାଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚଲାଇଥିବା ବେଆଇନ…
Read More...

ଲୋକସେବା ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅମର ଆତ୍ମାର ପାଇଁ କ୍ୟାଣ୍ତେଲ ଶୋଭାଯାତ୍ରା

କଟକ /ଜ୍ୟୋସ୍ନା ରାଣୀ ସିଂହ : ଦିବଙ୍ଗତ ନେତା ତଥା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ । ଲୋକସେବା ଫାଉଣ୍ଡେସନ ପକ୍ଷରୁ ଆଜି ସାଲେପୁର ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାଶ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ତେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...

କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ବାଣ ବିସ୍ଫୋରଣରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି…
Read More...

ସତ୍ୟସାଇ ବାବାଙ୍କର ୯୭ତମ ଜନ୍ମ ଉତ୍ସବ ପାଳିତ

ସାଲେପୁର/ତାରାକାନ୍ତ ନାୟକ: ଶ୍ରୀ ସତ୍ୟସାଇ ସେବା ସମିତି ସାଲେପୁର ଆନୁକୁଲ୍ୟରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି | ପ୍ରଭାତରୁ ସୂ ପ୍ରଭାତମ୍,ନଗର ସଙ୍କୀର୍ତ୍ତନ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ ସହିତ ଷୋଡ଼ଶ ଉପଚାର ପୂଜା,ଲକ୍ଷାଚନା,ଭଜନ, ନାରାୟଣ…
Read More...

ଜୁଆ ଆଡ୍ଡାରେ ଚଢାଉ କରି ୩୦ ଜୁଆଡିଙ୍କୁ ଧରିଲା ପୋଲିସ

କଟକ : ଏବେ ଲୋକଙ୍କୁ ଘାରିଛି ବଡଲୋକ ହେବାର ନିଶା । କେମିତି ରାତାରାତି ମାଲେମାଲ ହେବେ । ଏଭଳି ରାସ୍ତାକୁ ବାଛି ନେଇ ଯୁବପିଢି ଏବେ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଯେପରିକି ଜୁଆଖେଳ । ଏଥିରେ ବଡଲୋକ ତ ହେଉ ନାହାନ୍ତି ବରଂ କଷ୍ଟ ଅର୍ଜିତ ଧନକୁ ବରବାଦ କରୁଛନ୍ତି । ଏଭଳି ଏକ ଜୁଆ ଆଡ୍ଡା…
Read More...

ପ୍ରଥମିକ ଶିକ୍ଷକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ସାଲେପୁର : ଆସନ୍ତା ୨୭ ତାରିଖ ଦିନ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ପିଏମଜି ରେ ବିଶାଳ ସମାବେଶ କରି ଦାବି ପୂରଣ ପାଇଁ ବିଦ୍ରୋହ କରିବେ। ଏନେଇ ସଂଘ କଟକ ଜିଲ୍ଲା ସାଲେପୁରରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷକ ନେତାଙ୍କର ଏକ…
Read More...

ଶିବ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର କଳା ମୁଗୁନି ପଥର ମୂର୍ତ୍ତି ଚୋରି

ସାଲେପୁର /ତାରାକାନ୍ତ ନାୟକ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ପଞ୍ଚାୟତରେ ଥିବା ବିଶେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କଳା ମୁଗୁନି ପଥର ରେ ନିର୍ମିତ ନାରାୟଣ ମୂର୍ତ୍ତି କେହି ଦୁର୍ବୃତ୍ତ ଚୋରୀ କରି ନେଇଯାଇଛି। ରବିବାର ସଂଧ୍ୟାରେ ମନ୍ଦିର ର…
Read More...

ଇନ୍ସୁରାନ୍ସ କରି ଜୀବନ ସୁରକ୍ଷା କରନ୍ତୁ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଞ୍ଚାୟତ ଅଧିନସ୍ଥ ୟୁକୋ ବ୍ୟାଙ୍କ ଓରତି ଶାଖା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ସ୍ଥାନୀୟ କୈଳାସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ…
Read More...