କେନାଲକୁ ଖସିଲା କାର: ସମସ୍ତ ଯାତ୍ରୀ ଉଦ୍ଧାର
ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କେନାଲକୁ ଖସିଲା କାର, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର | ମାହାଙ୍ଗା ଥାନା ଅଂଚଳ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ -କେନ୍ଦ୍ରାପଡା କେନାଲ ଜଳେଶ୍ୱରପୁର ପ୍ରଧାନ ସାହି ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିଲା କାର ।
ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ…
Read More...
Read More...