Browsing Tag

Salepur

ଶିବ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର କଳା ମୁଗୁନି ପଥର ମୂର୍ତ୍ତି ଚୋରି

ସାଲେପୁର /ତାରାକାନ୍ତ ନାୟକ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ପଞ୍ଚାୟତରେ ଥିବା ବିଶେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କଳା ମୁଗୁନି ପଥର ରେ ନିର୍ମିତ ନାରାୟଣ ମୂର୍ତ୍ତି କେହି ଦୁର୍ବୃତ୍ତ ଚୋରୀ କରି ନେଇଯାଇଛି। ରବିବାର ସଂଧ୍ୟାରେ ମନ୍ଦିର ର…
Read More...

ଇନ୍ସୁରାନ୍ସ କରି ଜୀବନ ସୁରକ୍ଷା କରନ୍ତୁ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଞ୍ଚାୟତ ଅଧିନସ୍ଥ ୟୁକୋ ବ୍ୟାଙ୍କ ଓରତି ଶାଖା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ସ୍ଥାନୀୟ କୈଳାସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ…
Read More...

ଯୁବକର ମୃତ୍ୟୁକୁ ନେଇ ସନ୍ଦେହ

ସାଲେପୁର: ଯୁବକ ର ଆତ୍ମହତ୍ୟା ନାଁ ହତ୍ୟା ସାଲେପୁର ଥାନାରେ ଅଭିଯୋଗ।  ଯୁବକ ଜଣକ ହେଲେ  ବାରବାରି ଗାଁର ନବୀନ କାଣ୍ଡି ପୁଅ ବାପିନା କାଣ୍ଡି । ବୟସ କୋଡିଏ।  ଘଟଣା ଘଟିଛି ସାଲେପୁର ଥାନା ଶଙ୍କରପୁର ମାମୁଁଘର ଗାଁରେ। ପିଲାବେଳୁ ଶଙ୍କରପୁର ଗାଁରେ ମାମୁଁ ଘରେ ରହି ଆସୁଥିଲେ। ଗତକାଲି ରାତିରେ…
Read More...

ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରାଦେଇପୂର୍ ପଞ୍ଚାୟତ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜଣ ସଂପର୍କ ପଦ ଯାତ୍ରା ଯୁବନେତା ତଥା ସମାଜସେବୀ ବିରଞ୍ଚି ନାରାୟଣ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।ଏହି ପଦ ଯାତ୍ରାରେ ମୁଖ୍ୟ ଅତିଥି ଭାବେସାଲେପୁର…
Read More...

ସାଲେପୁର ବହୁଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଉଦଘାଟନ

ସାଲେପୁର/ ତାରାକାନ୍ତ ନାୟକଙ୍କ:- ଆଜି ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତର ବିଭିନ୍ନ ଉନୟନ ମୂଳକ କାର୍ୟ୍ୟ ର ଉଦଘାଟନ ହୋଇଛି ।ଏହି ପଦଯାତ୍ରାରେ ବହୁଗ୍ରାମ ପଣ୍ଡାସାହିଠାରୁ ଆରମ୍ଭ ହୋଇ ବିଶ୍ୱନାଥ ପୁର, ସିଙ୍ଗମାପୁ, ବାହାଦୁଲାପାଟଣା ଠାରେ ଶେଷ ହୋଇଥିଲା । ସାଲେପୁର ବ୍ଲକ ବହୁଗ୍ରାମ ଠାରେ…
Read More...

ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ଶପଥ ପାଠ

ସାଲେପୁର/ ତାରାକାନ୍ତ ନାୟକ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଜନସାଧାରଣଙ୍କୁ ଦୁର୍ନୀତି ମୁକ୍ତ ସେବା ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖି…
Read More...

ସାଲପୁରରେ ଗିରିଗୋବର୍ଦ୍ଧନ ପୂଜା

ସ।।ଲେପୁର /କୃଷ୍ଣଙ୍କୁ କିଏ କେତେ ପ୍ରକାର ପୂଜା କରିଥାନ୍ତି ସେମିତି କୃଷ୍ଣଙ୍କୁ ବି ଗିରିଗୋବର୍ଦ୍ଧନ ଭାବେ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ଶ୍ରୀ କୃଷ୍ଣ ଯେତେବେଳେ ଇନ୍ଦ୍ରରାଜା ଙ୍କ କୋପ ରେ ମୁଷଳ ଧାରା ରେ ବର୍ଷା ଜାରି ରଖିଥିଲେ ସେତେବେଳେ ଗୋପାଳ ମାନଙ୍କ ସମେତ ବହୁ ଗୋମାତା ମାନେ ନିଜ…
Read More...

ସାଲେପୁର ସରକାରୀ ସ୍କୁଲରୁ ଲୁଟ୍

ସାଲେପୁର/ ତାରାକାନ୍ତ : କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର,…
Read More...

ଦକ୍ଷିଣ କାଳୀ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତ ମା' ଦକ୍ଷୀଣ କାଳୀ ସେବକ ସଂଘ ହରିରାଜପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ହରିରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ…
Read More...

ସାଲେପୁରରେ ଚୋରା ବାଣ ଜବତ

ସାଲେପୁର(ତାରାକାନ୍ତ ନାୟକ): ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ମେହେରଙ୍କ ତତ୍ୱବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁରେ ଚଢ଼ାଉ କରି ବହୁ ପରିମାଣରେ ବାଣ ତାଳ ଫୋଟକା, ଘରି, ହାବିଳି, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା,ବଡ଼ ଗଡ଼ମା ଆହୁରି ବିଭିନ୍ନ…
Read More...