Browsing Tag

Salepur

ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବାହାବଳପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ କୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଘଟଣାରୁ ଜଣାଯାଏ ଗତ କାଲି ବିଳମ୍ବିତ ରାତ୍ରି ରେ କଟକ ରୁ କେନ୍ଦ୍ରାପଡା ଅଭିମୁଖେ ଦୁଇଟି ଯାକ ଟ୍ରକ ଯାଉଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଟି…
Read More...

ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଓଡିଶା ଦିବସ ସମାରୋହ

କଟକ ଜିଲ୍ଲା ସାଲେପୁର ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଅନୁଷ୍ଠତ ହେଉଥିବା ଓଡିଶା ଦିବସ ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ,ମୁଖ୍ୟ…
Read More...

ରାସ୍ତା କଡକୁ ଓଲଟିଲା କାର, କାର ଛାଡି ଚାଲିଗଲେ ଡ୍ରାଇଭର

ରାସ୍ତା କଡକୁ ଓଲଟିଲା କାର, ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡି ପଳାଇଲେ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ନିକଟରେ। କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ଠାରେ ଏକ…
Read More...

ବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ

ବେଆଇନ ବାଲିଘାଟ ଉପରେ ପୋଲିସର ଚଢ଼ାଉ। ଆଠ ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ। ମହାନଦୀ ବାରଗୋଡ଼ିଆ ବେଆଇନ ବାଲି ଘାଟ ଉପରେ ଜଗତପୁର ପୋଲିସର ଚଡାଉ। ସୂଚନା ମୁତାବକ ରାଜସ୍ୱବିଭାଗ ପକ୍ଷରୁ ସାରା ଓଡ଼ିଶାରେ ବାଲିଘାଟ ବନ୍ଦ କରାଯାଇଥିବା ବେଳେ ବେଆଇନ ଭାବେ ବାରଗୋଡ଼ିଆ ମହାନଦୀ…
Read More...

ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର

ସାଲେପୁର( ଜ୍ୟୋସ୍ନା ରାଣୀ ସିଂହ );-ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର ।କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ବାରଦା ପଞ୍ଚାୟତ ନାନକାର ଗଡା ନିକଟରୁ ରବିବାର ରାତିରେ ଏକ ଅଜଗର ଉଦ୍ଧାର ହୋଇଛି।ପ୍ରାୟ ୧୫ଫୁଟ ଲମ୍ବର ଏହି ସାପଟି ନାନକାର ଗଡା ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ…
Read More...

ସାଲେପୁର କୁ NAC ମାନ୍ୟତା ମିଳିବା ପରେ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ସାଲେପୁର/ ତାରାକାନ୍ତ  ନାୟକ  : କଟକ ଜିଲ୍ଲା ସାଲେପୁର କେଶବ ମଣ୍ଡପ ରେ ଟାଙ୍ଗୀ- ସାଲେପୁର ବିକାଶ ମଞ୍ଚ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଏବଂ ସାଲେପୁର ଅଂଚଳ ର ବହୁ ବରିଷ୍ଠ ବ୍ୟକ୍ତି, ସମାଜସେବୀ, ଲୋକ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ହେବ ସାଲେପୁର କୁ(…
Read More...

ଆତଙ୍କି ମାଙ୍କଡକୁ କାଵୁ କଲା ବନ ବିଭାଗ, ଲୋକେ ଆଶ୍ବସ୍ତ

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଗ୍ରାମରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ଵ ହେଲା ପାଗଳ  ମାଙ୍କଡ ଆତଙ୍କ ସୃଷ୍ଟି କରିଆସୁଛି ।     ଵନ ବିଭାଗ କଟକ ରେଞ୍ଜ୍ ଅଧିନସ୍ଥ ଓଡ଼ପଡ଼ା ବିଟ୍ ହାଉସର କର୍ମଚାରୀମାନେ ଯନ୍ତା ବସାଇ ପାହାଳ ମାଙ୍କଡକୁ କାଵୁ…
Read More...

ମାହାଙ୍ଗା କଂଗ୍ରେସର ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ ସଭା

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏବେ ବିବାଦ ଘେରରେ l  ଏହି ରତ୍ନଭଣ୍ଡାର ଦୀର୍ଘ ବର୍ଷ ହେବ ଖୋଲୁନଥିବାରୁ, ସେଥିରେ ଥିବା ଠାକୁରଙ୍କ ଅଳଙ୍କାର କେତେ ସୁରକ୍ଷିତ ତାକୁ ନେଇ ସବୁଠି ପ୍ରଶବାଚୀ ସୃଷ୍ଟି ହେଉଛି lସରକାର ଏଥି ପ୍ରତି କର୍ଣ୍ଣପାତ…
Read More...

ସାଙ୍ଗଙ୍କ ସହ ମିଶି ଦାଦାକୁ ହତ୍ୟା କରିବା ସହ ଖୁଡିକୁ ମରଣାତ୍ମକ ଅକ୍ରମଣ କଲା ପୁତୁରା

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪ ଜଣ ସାଙ୍ଗଙ୍କ ସହ ନିଜ ଦାଦାକୁ ହତ୍ୟା କରିବା ସହ ଖୁଡିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା ପୁତୁରା। ଗତ ୫ ତାରିଖ ଦିନ ସକାଳେ କଟକ ଜିଲ୍ଲା ସାଲେପୁର ଥାନା କୁଳିଆ ଠାରେ ନିଜ ଜଳଖିଆ ଦୋକାନରୁ ଦାଦା ହରେକୃଷ୍ଣ ପୃଷ୍ଟିଙ୍କ…
Read More...

ବଟି ପାଇଁ ଦାଦାଗିରି : ୯୦ ହଜାର ଟଙ୍କା ଓ ସୁନା ଚେନ ଲୁଟି ନେଇଥିବା ଥାନାରେ ଅଭିଯୋଗ 

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ବଟି  ପାଇଁ ଦାଦାଗିରି | କିଶନନଗର ତହସିଲ ଅନ୍ତର୍ଗତ ସାଲେପୁର ବ୍ଲକ ଅଧିନସ୍ତ ପୁରୁଣାହାଟ ପଞ୍ଚାୟତର କାଳିକା ପୁର ବାଲିଘାଟରେ ଦୁର୍ବୁତ୍ତଙ୍କ ଜୋର ଜବରଦସ୍ତି ବଟି ଆଦାୟ | ବଟି ନଦେବାରୁ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ୯୦ ହଜାର ଟଙ୍କା ଓ ସୁନା ଚେନ…
Read More...