Browsing Tag

Republic Day

ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜେତା ହୋଇଥିଲେ। ଉକ୍ତ…
Read More...

ସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିର

77 ତମ ସାଧାରତନ୍ତ୍ର ଦିବସ ଅବସରରେ ଝରୀଗାଁ ଡିଗ୍ରୀକଲେଜ କର୍ତୃପକ୍ଷଙ୍କ ପ୍ରୟାସ କ୍ରମେ, ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଝରୀଗାଁ ଶିକ୍ଷକ ସଙ୍ଘ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଙ୍କ ସହଯୋଗରେ ଅପରାହ୍ନ ଦୁଇଘଣ୍ଟା ସୁଦ୍ଧା ପାଖାପାଖି 54  ୟୁନିଟ…
Read More...

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଆଜି ୭୭ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଭବାନୀ ପାଟଣା ଆସିଥିଲେ । ତାପରେ କଳାହାଣ୍ଡିର ମୁଖ୍ୟ ଦ୍ୱାର କେସିଙ୍ଗାରେ ଗୋଟେ ଷ୍ଟାଡିଅମ ଉଦ୍ଘାଟନ ପାଇଁ ଆସଥିଲେ । ଏଥିରେ ସାମ୍ବାଦିକମାନେ ଗତ କିଛି ଦିନ ତଳେ କନ୍ଧମାଲ ହାତୀ…
Read More...

ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଗଣତନ୍ତ୍ରର ମହାପର୍ବ ସାରା ଦେଶରେ ଆଜି ପାଳନ ହେଉଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ଆନୁଷ୍ଠାନିକ…
Read More...

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ରେତଙ୍ଗ କଲୋନୀଠାରେ ଥିବା ଖେଳ ପଡିଆ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଯୋଗ ଦେଇ ଜାତୀୟ ପତାକା…
Read More...

ଦିଲ୍ଲୀର କର୍ତ୍ତବ୍ୟପଥରେ ଗର୍ଜିବ ଭାରତର ବ୍ରହ୍ମାସ୍ତ୍ର

ଆସନ୍ତାକାଲି ଦିଲ୍ଲୀର କର୍ତ୍ତବ୍ୟପଥରେ ଗର୍ଜିବ ଭାରତର ବ୍ରହ୍ମାସ୍ତ୍ର । ଡିପ୍-ଷ୍ଟ୍ରାଇକ୍ କ୍ଷମତା ସହିତ ରକେଟ୍ ଲଞ୍ଚର୍ ସିଷ୍ଟମ୍ 'ସୂର୍ଯ୍ୟସ୍ତ୍ର', ନୂତନ ଭାବରେ ଉଠିଥିବା ଭୈରବ ହାଲୁକା କମାଣ୍ଡୋ ବାଟାଲିଅନ୍, ଏବଂ ଜାନ୍ସକାର ପୋନି ଏବଂ ବାକ୍ଟ୍ରିଆନ୍ ଓଟ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ…
Read More...

କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ । ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ ଧାରା…
Read More...

ସାଧାରଣତନ୍ତ୍ର ଦିବସରେ ଲାଲକିଲା ଠାରେ ନିଜର ପରାକାଷ୍ଟା ଦେଖାଇବେ ମହିଳା

ନୂଆଦିଲ୍ଲୀ : ଏଥର ସାଧାରଣତନ୍ତ୍ର ଦିବସ ହେବ ସ୍ୱତନ୍ତ୍ର । ଏହି ଦିବସକୁ ଖାସ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ତେବେ ସାଧାରଣତନ୍ତ୍ର ଦିବସରେ ଲାଲକିଲା ଠାରେ ନିଜର ପରାକାଷ୍ଟା ଦେଖାଇବେ ମହିଳା । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ…
Read More...