Browsing Tag

reporerstoday

ଅମୀୟ(ମିଟୁ) ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

(ତାରାକାନ୍ତ ନାୟକ /ସାଲେପୁର): କଟକ ସଦର ବୟାଳିଶମୌଜା ଉପକଣ୍ଠ ଭାରଗୋଳ ସ୍ଥିତ ନବଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଯୁବ ସମାଜ ସେବୀ ସ୍ବର୍ଗତ ଅମୀୟ ପ୍ରଧାନ(ମିଟୁ)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ସର୍ବମୋଟ ୧୬ଟି ଟିମ ଅଂଶ…
Read More...

ଆଜି ବାରବାଟୀରେ ଅଭ୍ୟାସ କରିବେ ଭାରତ-ୱେଷ୍ଟଇଣ୍ଡିଜ ଦଳ

(ଅନୁସ୍ୱୟା)ଭୁବନେଶ୍ୱର: ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ଶନିବାର ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଆୟୋଜକ ଭାରତୀୟ…
Read More...

ପ୍ରଥମାଷ୍ଟମୀ ପାଇଁ ଚଳଚଞ୍ଚଳ ମାଧବାନନ୍ଦଙ୍କ ମନ୍ଦିର

(ଜୟନ୍ତ କୁମାର ସେଠୀ)ଗୋପ: କାଳିଆ ଦିଅଁ ହେବେ ପୋଢୁଆଁ । ଆସନ୍ତାକାଲି ପ୍ରଥମାଷ୍ଟମୀ ପଡୁଥିବାରୁ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଚଳଚଞ୍ଚଳ । ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ବାରା ୧୨୨୬ ଖ୍ରୀଷ୍ଟାଦ୍ଦ ରେ ସ୍ଥାପିତ ଏହି ମାଧବ ମନ୍ଦିର…
Read More...

ପୁଣି କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

(ଅନୁସ୍ୱୟା)ଭୁବନେଶ୍ୱର: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଚଳପ୍ରଚଳ ଦେଖାଦେଇଛି । ଫସଲ ପାକଳ ହୋଇ ରହିଥିବା ବେଳେ ଏଯାଏଁ ଅମଳ ହୋଇନାହିଁ । ହାତୀପଲ ବିଲ ଭିତରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି…
Read More...

ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଷଡ଼ଯନ୍ତ୍ରକାରୀ

(ଦିଲ୍ଲିପ୍ ସାହୁ) ଜଗତସିଂହପୁର: ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ରଶ୍ମିରଞ୍ଜନକୁ ହତ୍ୟାକରିବା ପାଇଁ ଷଡଜନ୍ତ୍ରକାରୀ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛି । ମହାଦେବ ରଶ୍ମିରଞ୍ଜନକୁ ମାରିବାକୁ ତିନି ଲକ୍ଷ୍ୟ ଟଙ୍କାର ସୁପାରି ଦେଇ ଷଡଜନ୍ତ୍ର କରିଥିବା ପୋଲିସ୍ ଆଗରେ କହିଛି ।…
Read More...

ଆଜି ଭାଇ ଦ୍ୱିତୀୟା, ଭାଇର ଶୁଭ ମନାସି ଭଉଣୀ କରେ ପୂଜା

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଭାଇ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଭଉଣୀ ମାନେ ନିଜ ଭାଇର ଶୁଭ ମନାସି ଭାଇଦୁଜ୍ ପର୍ବ ପାଳନ କରିଥାନ୍ତି। ଏହି ଦିନ ଭାଇ ମଧ୍ୟ ଦିଜ ଭଉଣୀକୁ ଉପହାର ଦେଇଥାଏ। ଭୈୟାଦୁଜ୍ କୁ ଭାଓ ଦୁଜ୍, ଭାଇ ଦ୍ୱିତୀୟା ଏବଂ ଭାତୃ ଦ୍ୱିତୀୟା ନାମରେ ପ୍ରସିଦ୍ଧ। ଏହି ପର୍ବ…
Read More...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲେ ବାପି ସର୍ଖେଲ

(ପ୍ରଶାନ୍ତ ସ୍ୱାଇଁ / ପାରାଦୀପ ) : ଜାତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତହାର ପ୍ରକାଶ କରିଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ପାର୍ଥୀ ହୋଇଥିବା ବାପି ସର୍ଖେଲ ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛନ୍ତି। ଏହି ନିର୍ବାଚନୀ ଇସ୍ତାହାରରେ…
Read More...

ନବୀନଙ୍କ ମାନବିକତା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗ ଆଜି ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ନେହଲତାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ଥିଲା ଏକ…
Read More...

ସ୍ଥାୟୀ ଜମି ପଟ୍ଟା ଦାବିରେ ତହସିଲ କାର୍ୟ୍ୟାଳୟ ଘେରାଉ

(ବଲାଙ୍ଗୀର /ମଧୂସୁଦନ ବହିଦାର ) : ବଲାଙ୍ଗୀର ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ପରିବାର ମାନଙ୍କୁ ସ୍ଥାୟି ଜମିପଟା ପ୍ରଦାନ ଦାବି ନେଇ ନଗର କଂଗ୍ରେସ ତରଫରୁ ତହସିଲଦାର କାର୍ୟ୍ୟାଳୟ ଘେରାଉ କରାଯାଇଛି। ସୂଚନା ଅନୁସାରେ ବଲାଙ୍ଗୀର ସହରାଞ୍ଚଳରେ ବହୁ ଗରିବ ଲୋକ ବସବାସ କରୁଥିବା ବେଳେ…
Read More...