Browsing Tag

RBI

ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି ସୁବିଧା: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ:   ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ଯେଭଳି ନିଜ ନମ୍ବରକୁ ରଖି ଅପରେଟର ବଦଳାଇପାରୁଛନ୍ତି, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ଆଗକୁ ସେଭଳି ସୁବିଧା ମିଳିବାକୁ ଯାଉଛି। ଚଳିତ ବର୍ଷ ଅକ୍ଟୋବରରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି।…
Read More...

ବ୍ୟାଙ୍କକୁ ଫେରସ୍ତ ହେଲା ୧.୮ଲକ୍ଷ କୋଟି ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ବିଭିନ୍ନ ବ୍ୟାଙ୍କରେ ଏ ପର୍ଯ୍ୟନ୍ତ ୧.୮ଲକ୍ଷ କୋଟି ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା…
Read More...

ଖୁବ୍ ଶୀଘ୍ର RBI ଆଣୁଛି ଏକ ନୂଆ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆରବିଆଇ ଆଣୁଛି ଏକ ନୂଆ ପେମେଣ୍ଟ ସିଷ୍ଟମ । ଏହି ସିଷ୍ଟମକୁ କିଛି ସ୍ୱତନ୍ତ୍ର କର୍ମଚାରୀ କେଉଁଠି ବି ଅପରେଟ୍ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ଲାଇଟ୍ ୱେଟ୍ ଆଣ୍ଡ୍ ପୋର୍ଟେବଲ ପେମେଣ୍ଟ ସିଷ୍ଟମ (ଏଲ୍ପିଏସ୍ଏସ୍) ଭଳି ନୂଆ ନୂଆ ପେମେଣ୍ଟ ସିଷ୍ଟମ ଅଣାଯିବା ଉପରେ…
Read More...

ଆଜିଠାରୁ ବ୍ୟାଙ୍କରେ ବଦଳାଇପାରିବେ ୨ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ବ୍ୟାଙ୍କରେ ଆଜିଠାରୁ ବଦଳାଇପାରିବେ ୨ହଜାର ଟଙ୍କିଆ ନୋଟ । ସମୟ ସୁବିଧା ଅନୁଯାଇ ସମସ୍ତେ ବ୍ୟଙ୍କରେ ଭିଡ ନକରି ବାକୁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ଏବେ ଏହାର କାରବାର ବଜାରରେ ଚାଲୁରହିବ ବେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ଗ୍ରାହକ ମାନଙ୍କଙ୍କ ଠାରୁ…
Read More...

ବଜାରରୁ ହଟିବ ୨ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଫେରାଇନେବାକୁ ଘୋଷଣା କରିଛି। ଗ୍ରାହକମାନେ ବ୍ୟାଙ୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ୨ହଜାର ଟଙ୍କିଆ ନୋଟ ଫେରାଇ ଦେବାକୁ ଆଜି ଘୋଷଣା କରିଛି। ବଜାରରୁ ହଟିବ ୨ହଜାର ଟଙ୍କିଆ ନୋଟ୍ ।ଆଉ ଛପା ହେବନି ୨ହଜାର ଟଙ୍କିଆ ନୋଟ୍ ।୨…
Read More...

ଆରବିଆଇର ନିସ୍ପତ୍ତିକୁ ନେଇ ସାଧାରଣ ଲୋକଙ୍କୁ ଝଟକା

ନୂଆଦିଲ୍ଲୀ : ଆରବିଆଇର ନିସ୍ପତ୍ତିକୁ ନେଇ ସାଧାରଣ ଳୋକଙ୍କୁ ଝଟକା । ଆରବିଆଇ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବଢ଼ାଇ ୬.୨୫% କରିଛି । ଆଉ ଏହିକଥାକୁ ଆଜି ଘୋଷଣା କରିଛନ୍ତି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ । ଏଣିକି ସବୁ ପ୍ରକାର ଲୋନ ହେବ ମହଙ୍ଗା । ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ…
Read More...

ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରାଯିବ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ମୁଦ୍ରସ୍ଫୀତି ବୃଦ୍ଧି ପାଉଛି, ଅନ୍ୟପଟେ ଭାରତର ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଠିକ ଏହି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ମୁଦ୍ରାସ୍ଫୀତିକୁ ଅଟକାଇବା ପାଇଁ ବିକାଶକୁ ବଳି ଦିଆଯିବ ନାହିଁ ।  ସେ ଏହା…
Read More...

ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ନିବନ୍ଧ ଲେଖିଲେ ୩ ଓଡ଼ିଆ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ନିବନ୍ଧକୁ ଲେଖିଛନ୍ତି ୩ ଜଣ ଓଡ଼ିଆ ଅଧିକାରୀ। ଜଣେ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ଓ ଅନ୍ୟ ଦୁଇ ଅଧିକାରୀ ହେଉଛନ୍ତି ହରେନ୍ଦ୍ର ବେହେରା ଓ ସିଲୁ ମୁଦୁଲି। ‘କ୍ୟାପିଟାଲ୍ ଫ୍ଲୋଜ୍‌ ଆଟ୍…
Read More...

୩ ବର୍ଷ ବଢିଲା RBI ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ RBI ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳରେ ହୋଇଛି ବୃଦ୍ଧି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଶ୍ରୀ ଦାସ ଏହି ପଦରେ ରହିବେ ବୋଲି ସ୍ପଷ୍ଟ କରାଯାଇଛି । କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟିର ଅନୁମୋଦନ ପରେ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ…
Read More...

ରେପୋ ରେଟ ହ୍ରାସ କଲା RBI

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ କାଟି ତା’ର ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରିଛି । ଆଜି ଦେଶର ଅର୍ଥନୀତିର ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିଛନ୍ତି । ରେପୋ ରେଟରେ ୪୦ବେସିସ ପଏଣ୍ଟ ହ୍ରାସ…
Read More...