ରାଜ୍ୟରେ ୮୬ ନୂଆ କରୋନା ପଜିଟିଭ୍ ଚିହ୍ନଟ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ 86 ନୂଆ ପଜିଟିଭ୍ ଚିହ୍ନଟ l ଏହି ଆକ୍ରାନ୍ତଙ୍କୁ ମିଶାଇ 1189 ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଆକ୍ରାନ୍ତଙ୍କ ମଧ୍ୟରେ 80 ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ…
Read More...
Read More...