Browsing Tag

RBI

RBIର ବଡ ଉପହାର, କମ ସୁଧରେ ଆପଣ ପାଇବେ ଋଣ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କମିବ ଇଏମଆଇ, କମ ସୁଧରେ ଆପଣ ପାଇବେ ଋଣ । ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ରେପୋ ବେଟ୍ ବର୍ତ୍ତମାନ ୫.୫୦% ରୁ ୫.୨୫% କୁ ହ୍ରାସ ପାଇଛି । RBI…
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା ୪ ଅଗଷ୍ଟରୁ ଆରମ୍ଭ ହୋଇଥିବା ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ।…
Read More...

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ୟ୍ୟକ୍ରମ ପାଳିତ

ସୁବର୍ଣ୍ଣପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ବର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ୟ୍ୟକ୍ରମ (ଏଫ୍ଏଲ୍‌ଏଫ୍ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ,…
Read More...

ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ-: ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ଆରବିଆଇର ସୂଚନା । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ  ବୈଧ ଟେଣ୍ଡର ଭାବରେ ରହିଛି ।  ଆରବିଆଇ ଇସ୍ୟୁ ଅଫିସ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ…
Read More...

୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ତିନି ଗୁଣ ବୃଦ୍ଧି ପାଇଛି

ନୂଆଦିଲ୍ଲୀ-: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ତିନି ଗୁଣ ବୃଦ୍ଧି ପାଇଛି । ଠକେଇର ପରିମାଣ ପ୍ରାୟ ୩୬,୦୧୪ କୋଟି ଟଙ୍କା ହୋଇଛି । ଆରବିଆଇ ଅନୁଯାୟୀ, ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ୧୨୨ଟି…
Read More...

ବ୍ୟାଙ୍କିଙ୍ଗ ସହ ଜଡିତ ଅପରେସନ୍‌ ଓ ସାଇବର ସୁରକ୍ଷାକୁ ସମୀକ୍ଷା କରିବା ସହ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ-: ‘ଅପରେସନ୍‌ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଏହାକୁ ଧ୍ୟାନରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ଓ ଏନପିସିଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କିଙ୍ଗ ସହ ଜଡିତ ଅପରେସନ୍‌ ଓ ସାଇବର…
Read More...

ରେପୋ ହାର ହ୍ରାସ ପରେ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଋଣ ଉପରେ ସୁଧ ହାର ହ୍ରାସ କରିପାରନ୍ତି

ନୂଆଦିଲ୍ଲୀ-: ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ୦.୨୫ ପ୍ରତିଶତ ରେପୋ ରେଟ କମାଇଲା ଆରବିଆଇ । ୨୦୨୫ ମସିହାରେ ଲଗାତାର ୨ ଥର କମିଲା ରେପୋ ରେଟ । ୦.୨୫% କମିବା ପରେ ରେପୋ ରେଟ ରହିଲା ୬% । ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକରେ ନିଆଯାଇଛି  ନିଷ୍ପତ୍ତି । ୨୦୨୫-୨୬…
Read More...

ଆଜି ବି RBI ଆଗରେ ଲମ୍ବା ଲାଇନ

ଭୁବନେଶ୍ୱର : ଦୁଇ ଦିନ ଛୁଟି ପରେ ପୁଣି ଆରବିଆଇ ସାମ୍ନାରେ ଭିଡ ଦେଖିବାକୁ ମିଳିଛି ।୨ହଜାର ଟଙ୍କା ନୋଟ ପାଇଁ ଆରବିଆଇ ବାହାରେ ଜମିଛି ଲମ୍ବା ଲାଇନ । କଳାଟଙ୍କା ବଦଳାଇବାକୁ ଗରିବ ଦିନ ମଜୁରିଆଙ୍କୁ କରାଯାଇଛି ମାଧ୍ୟମ । ଗରିବ ଦିନ ମଜୁରିଆଙ୍କୁ ଲାଇନରେ ଛିଡାକରି ୨୦ ହଜାର ଟଙ୍କିଆ ନୋଟ…
Read More...

୨ ହଜାର ଟଙ୍କିଆ ନୋଟ୍ ବଦଳ; RBI ସମ୍ମୁଖରେ EOW ‘ଟିମ୍

ଭୁବନେଶ୍ୱର : ଭୁବନେଶ୍ୱର RBI କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି EOW ‘ଟିମ୍’ । ନୋଟ୍ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଲମ୍ବା ଲାଇନ୍ କରି ଥିବା ଲୋକଙ୍କୁ ପଚରାଉଚରା କରିବା ସହିତ ଅଧାର କାର୍ଡ ଯାଞ୍ଚ କରୁଛି ଟିମ । ୨୦ ହଜାରରୁ…
Read More...

୨୦ ହଜାର ଟଙ୍କା ବଦଳାଇ ଦେଲେ ୩ଶହ ଟଙ୍କା ମିଳିବ ମଜୁରୀ

ଭୁବନେଶ୍ବର : ଆଜି ମଧ୍ୟ ଜମିଛି ଆରବିଆଇ କାର୍ଯ୍ୟାଳୟ ବାହାରେ ଲୋକଙ୍କ ଗହଳି । ୨ହଜାର ଟଙ୍କିଆ ନେଟ ଆଜି ମଧ୍ୟ ଦେଖିବାକୁ ମିଳିଛି ଲମ୍ବା ଲାଇନ । ହଠାତ ଏଭଳି ଲମ୍ବା ୨ହଜାର ଟଙ୍କା ବଦଳାଇବାକୁ ଲମ୍ବାଲାଇନର ଗହଳି ହୋଇଥିବାରେ ଦେଖିବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତକାଲି ଅଧିକାଂଶ…
Read More...