Browsing Tag

Rasmitasahoo

ଗୋଲଡେନ୍ ଗ୍ଲୋବରେ ଧମାଲ ମଚାଇଲା ରାଜା ମୌଲିଙ୍କ ଫିଲ୍ମ ଆରଆରଆର

ୱାସିଂଟନ : ଗୋଲ୍ଡେନ ଗ୍ଲୋବ-୨୦୨୩ରେ RRRର ଜଲଓ୍ବା । ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଲା ନାଟୁ ନାଟୁ । ଏହି ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ ମିଳିଛି । ଗୀତରେ ଜୁନିଅର ଏନ୍ଟିଆର ଓ ରାମଚରଣଙ୍କ ଦମଦାର ଡାନ୍ସ ପରଫର୍ମାନ୍ସ ରହିଛି । ଯାହାକୁ ଦର୍ଶକ…
Read More...

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ହକି ୱାର୍ଲ୍ଡ଼ କପ ସେଲିବ୍ରେସନ ଆଳରେ ଗ୍ରାମ ସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଅଭିଯୋଗ କଲା ବିଜେପି | ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା ଓ ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ଗ୍ରାମ ସଭା କରାଯାଉଛି |ଆଜି ପ୍ରତି ପଞ୍ଚାୟତରେ…
Read More...

ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ଦର୍ଶକ ମାନଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ…

ଭୁବନେଶ୍ୱର : ହକି ବିଶ୍ଵକପ ପାଇଁ ଭୁବନେଶ୍ୱରରେ ଭିଡ଼ ଦେଖିବାକୁ ମିଳୁଛି। ଦେଶ ବିଦେଶରୁ ଖେଳାଳି ଓ ଦର୍ଶକ ରାଜଧାନୀ ଭୁବନେଶ୍ବର ରେ ପହଞ୍ଚିଛନ୍ତି। ତେବେ ଭୁବନେଶ୍ବରରେ ସଠିକ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାକୁ  କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଙ୍କୁ ନୋଡାଲ…
Read More...

ବିଜେଡି ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ 

କେନ୍ଦୁଝର (ରମେଶ ଚନ୍ଦ୍ର ମହାପାତ୍ର):- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଅନ୍ତର୍ଗତ ବଡ଼ବିଲ ବିକାଶ ମହଲ ଠାରେ ବିଜେଡି ପକ୍ଷରୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ନେତୃତ୍ୱରେ ୨୬ ତମ ପ୍ରତିଷ୍ଠା ଦିବସ ଅତି ଆଡମ୍ବର ସହିତ ପାଳିତ ହୋଇଯାଇଛିବ। ଏହି ପବିତ୍ର ଦିବସରେ ଉକ୍ତ ସଭାରେ…
Read More...

ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ବଡ଼ଧରଣର ଭୂକମ୍ପ ଝଟକା ଇଣ୍ଡୋନେସିଆରେ ଅନୁଭୂତ ହୋଇଛି | ତେବେ ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ୟୁରୋପୀୟ ସିସମୋଲୋଜି ସେଣ୍ଟର…
Read More...

୧୫ ବର୍ଷର ଏହି ଗୌରବ ମୟ ଯାତ୍ରାରେ କମିଶନର୍ ପୋଲିସ୍ ଗୁଣବତ୍ତା ଏବଂ ପ୍ରସାରରେ ଯଥେଷ୍ଟ ବୃଦ୍ଧି ପାଇଛି :ନବୀନ…

ଭୁବନେଶ୍ୱର : କୋଭିଡ ପାଣ୍ଡେମିକ୍ ସମୟରେ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ମୁଁ କମିଶନର୍ ପୋଲିସ୍ କର୍ମଚାରୀଙ୍କୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି | ମହାମାରୀ ସମୟରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମୁଁ ଗଭୀର ସମବେଦନା ଓ ସମବେଦନା ଜଣାଉଛି |ମୋ ସରକାର…
Read More...

ଠାକୁର ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ବସରେ ନିଆଁ

ପୁରୀ : ଲାଗିଲା ଭୟଙ୍କର ନିଆଁ । ଠାକୁର ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ବସ୍ ଜଳିଗଲା।ସତ୍ୟବାଦୀ ହାଇସ୍କୁଲ ନିକଟରେ ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ ଶ୍ରଦ୍ଧାଳୁ । ପର୍ଯ୍ୟଟକଙ୍କୁ ନେଇ ପୁରୀ ସାକ୍ଷୀଗୋପାଳ ବୁଲିବାକୁ ଆସିଥିବା…
Read More...

ଚିଟଫଣ୍ଡ ଚୋରୀରେ ଓଡିଶା ସରକାର ନିଜେ ସାମିଲ୍: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚିଟଫଣ୍ଡ ଚୋରିରେ ସବୁଠୁ ଅଧିକ ଅଭିଯୁକ୍ତ ନିଜେ ରାଜ୍ୟ ସରକାର । ନିଜେ ରାଜ୍ୟ ସରକାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।  ତେଣୁ ଓଡିଶା ସରକାର ଆଜି କାଠଗଡାରେ ଠିଆ ହୋଇଛନ୍ତି । ଆଉ ଯେଉଁ ସତ୍ୟପାଠ ହୋଇଛି, ଯେ କିଛି ପ୍ରଭାବଶାଳୀ ଲୋକ ଏହାକୁ ଅଟକାଉଛନ୍ତି, ଏହା କେବେ ବି ମିଛ ନୁହେଁ ।…
Read More...

ପ୍ରବଳ ଥଣ୍ଡା ପାଇଁ ଆଜି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ରହିବ ଶୀତ ଲହରୀ । ପ୍ରବଳ ଥଣ୍ଡା ପାଇଁ ଆଜି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅସହ୍ୟ ଶୀତରେ କଲବଲ ହେଉଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର। ୨ ଡିଗ୍ରୀ…
Read More...

ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର : ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ | ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ |ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ |କାଲି ଭିଜିଲାନ୍ସ ହାତରେ ଧରା…
Read More...