Browsing Tag

Rajya Sabha election

ରାଜ୍ୟସଭା ନିର୍ବାଚନରେ ବିଜୟୀ ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର ଓ ଦିଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଚାରିଟି ଆସନ ପାଇଁ ହୋଇଥିବା ଭୋଟିଂରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ୍ ଓ ସୁଜିତ୍ କୁମାର୍, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ପ୍ରଥମ ପସନ୍ଦ ଭୋଟର ଫଳାଫଳ ଅନୁସାରେ ମନମୋହନ ସାମଲ ଓ ସୁଜିତ…
Read More...

କ୍ରସ୍‌ ଭୋଟିଂରେ ବଦଳିଗଲା ରାଜ୍ୟସଭା ଫଳାଫଳ, ବାଜିମାତ୍ କଲେ ଦିଲ୍ଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଗଣତି ସରିବା ପରେ ଚମତ୍କାର ପରିଣାମ ଦେଖିବାକୁ ମିଳିଛି। କ୍ରସ୍‌ ଭୋଟିଂ ନିର୍ବାଚନର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି। ଏହି ନିର୍ବାଚନରେ ଦିଲ୍ଲୀପ ରାୟ ବାଜିମାତ୍ କରିଥିବାବେଳେ ଦତ୍ତେଶ୍ଵର ହୋତା ପରାଜିତ ହୋଇଛନ୍ତି। ଭୋଟ୍‌ ଗଣନା…
Read More...

ବିହାର ରାଜ୍ୟସଭା ନିର୍ବାଚନରେ NDAର କ୍ଲିନ୍ ସ୍ୱିପ୍, ମହାମେଣ୍ଟକୁ ଝଟକା

Bihar: ବିହାରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (NDA) ବଡ଼ ସଫଳତା ହାସଲ କରିଛି। ମୋଟ ୫ଟି ଆସନ ପାଇଁ ହୋଇଥିବା ଭୋଟିଂରେ ୫ଟି ଯାକ ଆସନ NDA ଖାତାକୁ ଯାଇଛି। ଏହା ସହ ବିହାରରେ ମହାମେଣ୍ଟକୁ ବଡ଼ ପରାଜୟ ସହ ମୁହାଁ ଦେବାକୁ ପଡ଼ିଛି। ରାଜ୍ୟସଭା…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ବିଧାନସଭା ମୁଲତବୀ

Bhubaneswar: ରାଜ୍ୟସଭା ନିର୍ବାଚନ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକଳାପ ଚାଲିବ ନାହିଁ। ସେହିଦିନ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବାରୁ ବିଧାନସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଏନେଇ ବିଧାନସଭାର…
Read More...

ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ, ମେଣ୍ଟ ଚର୍ଚ୍ଚା ନେଇ ମୁହଁ ଖୋଲିଲେ ନବୀନ

ଭୁବନେଶ୍ଵର: ଓଡ଼ିଶାର ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନାମାଙ୍କନ ଭରିଥିବା ଦୁଇଜଣ ପ୍ରାର୍ଥୀଙ୍କୁ ସେ ସ୍ବାଗତ କରୁଛନ୍ତି। ଏହି ସମୟରେ ତାଙ୍କୁ…
Read More...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର, ଛାଡିଲେ ବିହାର ମୁଖ୍ୟମନ୍ତ୍ରୀ ପଦ

ବିହାର: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ, ନିତ୍ୟାନନ୍ଦ ରାଏ, ସମ୍ରାଟ୍ ଚୌଧୁରୀ, ଏବଂ ବିଜୟ କୁମାର ସିନ୍ହା ସହିତ…
Read More...

ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ, ହାଇକମାଣ୍ଡ ସହ ଆଲୋଚନା ପରେ ପ୍ରାର୍ଥୀ ଫାଇନାଲ୍ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଦାସ ଦିଲ୍ଲୀ ପାଇଁ ପ୍ରସ୍ଥାନ କରିଛନ୍ତି। ସେଠାରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବା ସୂଚନା ମିଳିଛି। ଭକ୍ତ ଦାସ କହିଛନ୍ତି ଯେ, ଏହି ବୈଠକ ପରେ ଦଳ ପକ୍ଷରୁ ପ୍ରାର୍ଥୀଙ୍କୁ ଫାଇନାଲ୍…
Read More...

ରାଜ୍ୟସଭା ନିର୍ବାଚନ: ସଂଖ୍ୟା ଗରିଷ୍ଠତା ନ ଥିବା ସତ୍ତ୍ୱେ ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦେବ ପ୍ରାର୍ଥୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। ହାର୍ ଜିତ୍ ପାଇଁ ଭୟ ନାହିଁ। କିନ୍ତୁ ଆମେ ପ୍ରାର୍ଥୀ ଦେବୁ। ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ…
Read More...

ଆସନ୍ତା ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଓଡିଶାରେ ଖାଲି ହୋଇଥିବା ୩ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ନିର୍ବାଚନ । ବିଜେପି ନେତା ଅଶ୍ୱିନୀ ବୈଷ୍ଣବ, ବିଜେଡି ନେତା ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବାକୁ ଯାଉଛି…
Read More...