Browsing Tag

Rajasthan

STF ହାତରେ ଡ୍ରଗ ପେଡଲର ଅଜବହର

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଲାଗିଛି ବଡ ସଫଳତା । ରାଜସ୍ଥାନରୁ ଗିରଫ ହେଲା ବ୍ରାଉନସୁଗାର ମାଫିଆ ଅଜବହର । ଗିରଫ ପରେ ଯୋଧପୁରରୁ ଓଡିଶାକୁ ଆସୁଛି ମାଫିଆ ଅଜବହର । ବ୍ରାଉନସୁଗାର ବେପାରୀଙ୍କୁ ସାବାଡ କରିବା ପାଇଁ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ତାଲିକା ପ୍ରସ୍ତୁତ…
Read More...

ରାଜସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ

ରାଜସ୍ଥାନ: ଆଜି ରାଜସ୍ଥାନର ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଭରତପୁର , ବିକାନେର, ହନୁମାନଗଡ଼, ସୱାଇ ମାଧପୁର, ଅଜମେର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ରାଜସ୍ଥାନ ଜନସେବା ଆୟୋଗର ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ…
Read More...

ବିବାହ ପଞ୍ଜୀକରଣ ବିଲ୍ : ରାଜସ୍ଥାନରେ ବାଲ୍ୟବିବାହକୁ ସ୍ୱୀକୃତି

ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ୧୯୨୯ ମସିହାରୁ ଭାରତରେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି । କମ୍ ବୟସର ପୁଅ କିମ୍ବା ଝିଅଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ଘଟି ନଥିବାରୁ ସେମାନଙ୍କ ବିବାହକୁ ବାରଣ କରାଯାଇଥାଏ । କିନ୍ତୁ ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ବାଧ୍ୟତାମୂଳକ ବିବାହ…
Read More...

ରାଜସ୍ଥାନରେ ତୃତୀୟ ଲହରର ଭୟ,ଚିନ୍ତା ବଢାଇଲା କପ୍ପା ଭାରିଆଣ୍ଟ

ରାଜସ୍ଥାନ : ଦ୍ୱିତୀୟ ଲହର କମିବାରେ ଲାଗିଛି କିନ୍ତୁ ଏହାରି ଭିତରେ ତୃତୀୟ ଲହରର ଆଶଙ୍କା ଘାରିଛି ଲୋକଙ୍କ ଭିତରେ । ଏହି ତୃତୀୟ ଲହରରେ କରୋନାର ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇ ପୁଣି ଥରେ ସଂକ୍ରମଣ କରିଚାଲିଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।୧୧ ଜଣ ଏହି କପ୍ପା…
Read More...

ବାପାଙ୍କ ଚିତାକୁ ଡେଇଁ ଝିଅର ଆତ୍ମହତ୍ୟା ଉଦ୍ୟମ

ବାରମେର(ରିପୋଟର୍ସ ଟୁଡେ): ଅନେକ ସ୍ଥାନରେ ପିଲାମାନେ ବାପା ମାଆଙ୍କୁ ହଟାଦାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ରାଜସ୍ଥାନର ବାରମେର ଜିଲ୍ଲା ରାୟ କଲୋନୀରେ ଘଟିଛି ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କେରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…
Read More...

କେନ୍ଦ୍ରମନ୍ତ୍ରୀଙ୍କ କୋରୋନା ମନ୍ତ୍ର

ଯୋଧପୁର: ନଡିଆ ଦୂର କରିବ କୋରୋନା ସଂକ୍ରମଣ । ଏକଥା ଆମେ ନୁହେଁ ଖୋଦ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ କହିଛନ୍ତି । ଦେଶରେ କୋରୋନା ଭୟାନକ ରୂପ ଧାରଣ କରିଛି । ଟିକାକରଣ ପରେ ମଧ୍ୟ କୋରୋନା ସଂକ୍ରମଣ ହେଉଥିବାରୁ ଚିନ୍ତାରେ ପଡିଛନ୍ତି ସରକାର । ତେବେ ଏହି ସମୟରେ ରାଜସ୍ଥାନ ଯୋଧପୁର ଆସନରୁ…
Read More...