ରାହୁଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବାଘେଲା
ଛତିଶଗଡ: ୮୦ ଫୁଟ ଗାତରୁ ଉଦ୍ଧାର ହୋଇଥିବା ବାଳକ ରାହୁଲକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲକୁ ଯାଇ ଭେଟିଛନ୍ତି । ଶ୍ରୀ ବାଘେଲ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ରାହୁଲର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ…
Read More...
Read More...