Browsing Tag

Puri

ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା

ବଡ଼ଶଙ୍ଖ ବଜାରରେ ଉତ୍ତେଜନା। ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା। ଉଚ୍ଛେଦର ୨୪ଘଣ୍ଟା ନପୁରୁଣୁ ଜେସିପି ପୁରାଇ ଭାଙ୍ଗି ପକାଇଲେ ଦୋକାନ। ଲକ୍ଷ୍ୟାଧିକ ଟଙ୍କାର ଫଳ ଓ ପନିପରିବାକୁ ଦଳି ପକାଇଲେ। ମାସିକିଆ ରସିଦ୍ କାଟୁଥିଲେ ମଧ୍ୟ ଟିକିଏ ଦୟା ଦେଖାଇଲାନି ପୌରସଂସ୍ଥା। ଦୋକାନ…
Read More...

ପୁରୀରୁ ତାଳବଣିଆ କୋର୍ଟ ସ୍ଥାନାନ୍ତରକୁ ଓକିଲ ସଂଘର ବିରୋଧ

ପୁରୀରୁ ତାଳବଣିଆ ସ୍ଥାନାନ୍ତରିତ ହେବ କୋର୍ଟ। ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ୧୦ମାସ ହେଲା ସତ୍ୟାଗ୍ରହ କରିଆସୁଛନ୍ତି ପୁରୀ ଓକିଲ ସଂଘ। କୋର୍ଟ ବର୍ଜନ କରିଥିବା ବେଳେ ଆଜି ଅଠରନଳା ରାଜପଥ ଅବରୋଧ କରିଛନ୍ତି। ଭୁବନେଶ୍ୱର ଆଡୁ ଆସୁଥିବା ଚାରି ଚକିଆ ଯାନ ପୁରୀ ସହରକୁ ଛଡ଼ା ଯାଉନାହିଁ ।…
Read More...

ମେଘନାଦ ପାଚେରୀରୁ ଝରୁଛି ପାଣି, ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି

ଭୁବନେଶ୍ଵର: ପୁଣି ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଶିଉଳି ଲାଗି ପାଣି ଝରୁଛି । ଯାହାକୁ ନେଇ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସାଧୁସନ୍ଥ। ତେବେ ଗତବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ମେଘନାଦ…
Read More...

ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଜିଲ୍ଲାପାଳ

ପୁରୀ: ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ କେତେ ସତ୍ୟତା ଅଛି କମିଟି ତର୍ଜମା କରିବ । ଗୁଜବ ପ୍ରଚାର କିମ୍ବା ଭୁଲ୍ ତଥ୍ୟ ପ୍ରଚାର ନ କରନ୍ତୁ ବୋଲି…
Read More...

୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

ଗୋଟିଏ ଦିନରେ ୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ । ତାହା ପୁଣି ମାତ୍ର ୭ଟି ଜିଲ୍ଲାରୁ । ନଭେମ୍ବର ୨୭ ତାରିଖରେ, କେନ୍ଦ୍ରୀୟ ରେଞ୍ଜ ପୋଲିସ, ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଗୁଡିକୁ ଜାଞ୍ଚ କରିଥିଲା । ମୋଟ ୧,୭୧୩ଟି ଯାନବାହନ ଯାଞ୍ଚ କରିଥିବା ବେଳେ, ସେମାନଙ୍କ ପାଖରୁ…
Read More...

ଖୋଲିବ ଗୁଣ୍ଡିଚା ମନ୍ଦିର, ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଦର୍ଶନ, ଜଣଙ୍କ ପିଛା ୧୦ ଟଙ୍କା ଟିକେଟ୍

ପୁରୀ: ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା । ଜଣେ ଭକ୍ତଙ୍କ ପିଛା ଟିକେଟ୍‌ ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ । ପ୍ରତିଦିନ ସକାଳ…
Read More...

ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର: ଜିଲ୍ଲାପାଳ

ପୁରୀ: ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ, ଭକ୍ତଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା…
Read More...

ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି:

ପୁରୀ: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି । ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି। ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ୍ ଲାଗୁ ହେବ । ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ବୃଦ୍ଧି ।…
Read More...

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ଵଳନ କରି ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବ୍ରହ୍ମଗିରି ବିଧାନସଭା ବିଧାୟିକା ଉପାସନା ମହାପାତ୍ର ଉଦଘାଟନ କରିଥିଲେ। ସାଂସଦ କହିଥିଲେ ଏହି ମେଳା ମାଧ୍ୟମରେ…
Read More...

ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ପଇତା ଲାଗି ନୀତି

ଆଜି ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ  ସୂଚନା ମିଳିଛି । ଏହା…
Read More...