Browsing Tag

Puri

ପୁରୀରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀଭଣ୍ଡାର ଦଣ୍ଡା ଗ୍ରାମରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ । ଆଜି ସକାଳେ ଗ୍ରାମରେ ଏହି ଜନ୍ତୁ  ବୁଲୁଥିବା ବେଳେ ଲୋକମାନେ ଦେଖି ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଧରିରଖିଥିଲେ ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହି…
Read More...

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମିକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ

ପୁରୀ/ ସଞ୍ଜୟ ମହାପାତ୍ର: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମିକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ। ଶ୍ରୀମନ୍ଦିର ନିକଟରେ ଥିବା ପୁଲିସ କ୍ୟାମ୍ପରେ ଏସପି କନୱର ବିଶାଲ ସିଂ ଓ ଶ୍ରୀମନ୍ଦିରରେ ନିୟୋଜିତ ସମସ୍ତ ପୁଲିସ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା…
Read More...

ବଡ ଦାଣ୍ଡରେ ଭକ୍ତଙ୍କ ଗହଳି ପାଇଁ ଉଠା ଦୋକାନ ବନ୍ଦ

ପୁରୀ: ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ କ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଶ୍ରୀ ମନ୍ଦିର ଓ ବଡଦାଣ୍ଡରେ ଭକ୍ତ ଓ ହବିଷିଆଳିଙ୍କ ଗହଳି ଅଧକ ରହୁଛି । ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହୋଇ ରହୁଛନ୍ତି । ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ପାଇଁ ଠେଲା ପେଲା…
Read More...

ସରକାରୀ ଶିବିରରେ ହବିଷ୍ୟାଳୀ ମା ମାନଙ୍କୁ ଶାଲ ବଣ୍ଟନ

ପୁରୀ: ସରକାରୀ ଶିବିରରେ ହବିଷ୍ୟାଳୀ ମା ମାନଙ୍କୁ ଶାଲ ବଣ୍ଟନ । ହବିଷ୍ୟାଳୀ ମା ମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଆଜି  ବୃନ୍ଦାବତୀ ନିବାସରେ ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ କୁମାର…
Read More...

ପୁରୀ ପୌରପାଳିକା ସମ୍ମୁଖରେ ଝୁଣା ଲଗାଇ ପ୍ରତିବାଦ

ପୁରୀ : ପୁରୀ ପୌରପାଳିକା ନିର୍ବାଚିତ ପ୍ରତିନିଧି ନଥିବାରୁ ପ୍ରଶାସନ ପରିଚାଳନା କରୁଛନ୍ତି। ପ୍ରଶାସନିକ ଅବହେଳା ଯୋଗୁଁ ସହରରେ ମଶା ଉପଦ୍ରବ ବୃଦ୍ଧି ପାଇଛି। ମଶା ଅନେକ ରୋଗର ବାହକ ହୋଇଥିବା ଜାଣି ମଧ୍ୟ ନିରାକରଣ କରାଯାଉନାହିଁ। ନାଳନର୍ଦ୍ଦମା ସଫା ନକରିବା, ମଶା ତେଲ ନପକାଇବା, ମଶା ଧୁଆଁ…
Read More...

ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି: ଅପରାହ୍ନ ୪ଟାରେ ବୈଠକ

ପୁରୀ: ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏସ୍ଓପି । ଏନେଇ ଆଜି ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ଏଏସଆଇ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଲୋଚନା କରାଯିବ ।ଶ୍ରୀମନ୍ଦିର ପ୍ରଶାଦନ, ଏଏସଆଇ ଓ ସେବାୟତଙ୍କୁ ନେଇ ଏହି ବୈଠକ ବସିବ । ତେଣୁ…
Read More...

ଶ୍ରୀମନ୍ଦିରରେ ପାନକୁ ନେଇ ପ୍ରଶାସନର କଟକଣା : ପାନ ଛାଡିବେନି କହିଲେ, ଜଗନ୍ନାଥ ଖାଆନ୍ତି ପାନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟକା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରଶାସନିକ କର୍ମଚାରୀ , ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦର ପ୍ରଶାସନ ।…
Read More...

ପ୍ରଶାସନ ପକ୍ଷରୁ ଲଞ୍ଚ ହୋଇଛି ସ୍ୱର୍ଗଦ୍ୱାର ୱେବସାଇଟ

ପୁରୀ/ ସଂଜୟ ମହାପାତ୍ର : ଏଥର ସ୍ୱର୍ଗଦ୍ୱାରରେ ଶବଦାହ ସହଜ ହେବ। ଆଉ ପଞ୍ଜିକରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବନାହିଁ। ଘରେ ଥାଇବି ଆଗୁଆ ଶବଦାହ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ ସହଜରେ ଜାଣିପାରିବେ।…
Read More...

ଶ୍ରୀମନ୍ଦିର ପରିସରରେ ପାନ-ଗୁଟୁଖା ବ୍ୟାନ , ଜାନୁଆରୀ ୧ରୁ ନିୟମ ଲାଗୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିବ କଟକଣା । ପାନ ଗୁଟକାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ । ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ । ମନ୍ଦିର ଭିତରେ ସେବାୟତ, ପୋଲିସ ,ଭକ୍ତ ଆଦି କେହି ପାନ ଗୁଟଖା ଖାଇ ପାରିବେ…
Read More...

ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ , କାରଣ ଅସ୍ପଷ୍ଟ

ପୁରୀ : ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ ରିପେୟାର ଲାଇନରେ  ଥିବା ଏକ କେଚରେ ଅଗ୍ନିକାଣ୍ଡ । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏହି କୋଚ । ହୁ ହୁ ହୋଇ ଜଳିଗଲା କୋଚ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ।
Read More...