Browsing Tag

Puri

ଛଟ୍ ପୂଜା ପାଇଁ ପୁରୀରୁ ପାଟନା ସ୍ପେଶାଲ ଟ୍ରେନ୍

ଦିନକୁ ଦିନ ଟ୍ରେନରେ ବୃଦ୍ଧି ପାଉଛି ଯାତ୍ରୀ ମାନଙ୍କର ଅତିରିକ୍ତ ଭିଡ ।ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଭାବରେ ପୁରୀ ରୁ ପାଟନା ପର୍ଯ୍ୟନ୍ତ ଛଟ୍ ପୂଜା ପାଇଁ ଟ୍ରେନ୍ ଚଳା ଚଳ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।ପୁରୀରୁ ୦୮୪୪୯ ସ୍ପେଶାଲ୍ ଟ୍ରେନ୍ ପୁରୀ-ପାଟନା ଚଳା ଚଳ କରିବ ଏବଂ…
Read More...

ଆସନ୍ତା କାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ:କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦଶମୀ କଳ ତିଥି ହୋଇଥିବାରୁ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠି ହେବ । ଏହି ନୀତି ଅପରାହ୍ନ ୫ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଦ୍ୱତୀୟ ଭୋଗମଣ୍ଡପରେ ଭୋଗ ଶେଷ ହେବା ପରେ ଏହି ନୀତି…
Read More...

ଅସ୍ଥି ବସର୍ଜନ ପାଇଁ ଯାଉଥିବା ବେଳେ ବସ ଦୁର୍ଘଟଣା; ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ

ପୁରୀ/ ସଞ୍ଜୟ ମହାପାତ୍ର: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର…
Read More...

କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଭାରତୀୟ କ୍ରୀକେଟର ତଥା  ଦଳର ପୂର୍ବତନ କ୍ଯାପଟେନ ବିରାଟ କୋହଲିଙ୍କ ଜନ୍ମ ଦିନ। କୋହଲି ୩୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଏହି ଆନ୍ତର୍ଜାତୀୟ କ୍ରୀକେଟର କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।…
Read More...

ଭୋର ୪.୩୦ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର : ନବୀନ  ଓଡିଶା  ଓ  5T ଅଧ୍ୟକ୍ଷ ଶ୍ରୀ   ଭି  କେ  ପାଣ୍ଡିଆନ୍  ଆଜି  ବଡିଭୋର  ରୁ  ପୁରୀ  ଯାଇ ୪.୩୦ରେ ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ  ।  ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି 2023 ଡିସେମ୍ବର 15  ସୁଦ୍ଧା …
Read More...

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜାଙ୍କ ସୂଚନା

ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଜି ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସୂଚନା ଦେଇଛନ୍ତି । ଆଜି ସକାଳେ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । ଶ୍ରୀସେତୁ,…
Read More...

ଗୋଷାଣୀ ଜାତକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ପୁରୀ / ସଞ୍ଜୟ  ମହାପାତ୍ର :  ପୁରୀ ସହରରେ ଗୋଷାଣୀ ଜାତ କୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଶାରଦୀୟ ଦୁର୍ଗାପୂଜାରେ ପୁଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର  ଭଷାଣ ଉତ୍ସବ ବିଳମ୍ବିତ ରାତ୍ରରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାହୀରେ ପୁଜା ପାଉଥିବା ମୂର୍ତ୍ତି…
Read More...

ବିଜୟ ଦଶମୀ , ସୁନାବେଶରେ ଆଭୁଷିତ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ଦଶହରା ଅବସରରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେବ । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି କରାଯାଏ ।ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡପଲାଗି ଓ ଉତ୍ତରୀୟ ମଇଲମ ହୋଇ…
Read More...

ରତ୍ନଭଣ୍ଡାର ଖୋଲିବାର ଉପଯୁକ୍ତ ସମୟ ହେଉଛି ରଥଯାତ୍ରା : ଗଜପତି ମହାରାଜା

ପୁରୀ: ଆସନ୍ତା ୨୦୨୪ ରଥଯାତ୍ରାରେ ଖୋଲା ଯିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣନା କରାଯିବ । କାରଣ ରଥଯାତ୍ରା ପରେ କିଛି ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଲ ତେଣୁ ଏହି ସମୟରେ ଖୋଲା ଯିବା ସଠିକ ସମୟ କହିଛନ୍ତି…
Read More...

ପୁରୀ ସହରରୁ ଉଦ୍ଧାର ହେଲା ୫ଫୁଟ ଲମ୍ବା ନାଗସାପ

ପୁରୀ /ସଞ୍ଜୟ  ମହାପାତ୍ର  :  ନାଗସାପ ଆତଙ୍କରେ ପୁରୀ ସହର। ପୁଣି ପୁରୀ ସହରରୁ ଉଦ୍ଧାର ହେଲା ୫ଫୁଟ ଲମ୍ବର  ନାଗସାପ। ଚକରତୀର୍ଥ ରୋଡ ନୁଆସାହି କ୍ଲବ ପରିସରରୁ ନାଗସାପ ଉଦ୍ଧାର l ୫ ଫୁଟର ନାଗସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନର ସଂଗ୍ରାମ l ଚକ୍ରତୀର୍ଥ ନୁଆସାହିର ଯୁବକମାନେ କ୍ଲବ…
Read More...