Browsing Tag

PUCC

କାଗଜପତ୍ର ଠିକ୍ ନଥିଲେ ଆପେ ଆସିଯିବ ଚାଲାଣ   

କାଗଜପତ୍ର ଠିକ୍ ନଥିଲେ ଆପେ ଆସିଯିବ ଚାଲାଣ । ଆଉ ଆପଣଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ପଲ୍ୟୁସନ୍ ଓ ଇନ୍ସୁରାନ୍ସ ନଥିଲେ ଗାଡ଼ି ଚାଳକଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଏବଂ ବୀମା ବିନା ସାର୍ବଜନୀନ ରାସ୍ତାରେ ଚଳାଚଳ…
Read More...

PUCC ଜରିମାନା ରାଶି କୋହଳ କଲେ ରାଜ୍ୟ ସରକାର, ଏବେଠୁ ଚେକିଂ ଜୋରଦାର

ଓଡ଼ିଶା ସରକାର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବା ଗାଡ଼ି ପାଇଁ ଜରିମାନା ହ୍ରାସ ଘୋଷଣା କରିଛନ୍ତି । ଏବଂ ସର୍ବାଧିକ ଜରିମାନା ୧୦,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ୨୦୧୯ ଠାରୁ ପ୍ରଚଳିତ ଜରିମାନା ବ୍ୟବସ୍ଥାକୁ ବଦଳାଇ ନୂତନ ଜରିମାନା ଢାଞ୍ଚା ପ୍ରଚଳନ…
Read More...

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, PUCC ନଥିଲେ ମଧ୍ୟ ମିଳିବ ପେଟ୍ରୋଲ-ଡିଜେଲ

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ଓଡ଼ିଶା ହାଇକୋର୍ଟ ଗାଡ଼ି ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତିଜନକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗାଡ଼ିର PUCC ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଦେବାରୁ…
Read More...

PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ

ଭୁବନେଶ୍ଵର: PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ । ୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍‌ ଇନ୍ କରିପାରିବେ ନାହିଁ । ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ । ଏଭଳି ସେଣ୍ଟର…
Read More...

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସରକାର କମାଇବେ ପ୍ରଦୂଷଣ ଫାଇନ । ତେବେ ପ୍ରଦୂଷଣ ଫାଇନକୁ ନେଇ ଚାଳକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଥିଲା । ଯାହାକୁ ନେଇ ଏବେ ସମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟସୀମା ତ ମାର୍ଚ୍ଚ ଶେଷ ଯାଏଁ ବଢ଼ାଯାଇଛି, ତା'ସହ…
Read More...

PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ, ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ

କଟକ: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ…
Read More...

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। PUC ସାର୍ଟିଫିକେଟ କାର୍ଯ୍ୟକାରୀ କରିବାରେ ବିଜେପି ସରକାରଙ୍କର ପରିଚାଳନା ଘୋର ବିଫଳ। ବାରମ୍ବାର ନୀତିଗତ ତ୍ରୁଟି ଯୋଗୁ ଓଡ଼ିଶାର ସାଧାରଣ ଜନତାଙ୍କୁ ବହୁ ଅସୁବିଧାର…
Read More...

PUCC ଦ୍ବନ୍ଦ୍ବ; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: PUCC ଦ୍ବନ୍ଦ୍ବକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ । ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନୋଟିସ୍‌ । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ନିର୍ଦ୍ଦେଶ । ଚାଲାଣ ନ ଭରିଲେ PUCC ମିଳିବନି ଦ୍ବନ୍ଦ୍ବକୁ ନେଇ ନୋଟିସ୍‌ । ୩ ସପ୍ତାହ ପରେ ମାମଲାର…
Read More...

ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଟୋଲ ଗେଟରେ ଫସିବେ ଗାଡି ଚାଳକ

ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଟୋଲ ଗେଟରେ ଫସିବେ ଗାଡି ଚାଳକ । ଏନେଇ ନୂଆ ନିୟମ ଆଣିଛନ୍ତି ସରକାର । ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ । ଗାଡିର ବୀମା କିମ୍ବା ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ରିଚାର୍ଜ ହେବନି ଫାସଟ୍ୟାଗ । ଏଥିପାଇଁ ଟୋଲଗେଟରେ ଯିବା ବେଳେ ଗାଡି ଚାଳକଙ୍କୁ ଜରିମାନା…
Read More...

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର, କେଉଁଠୁ ପାଇବେ? ଜାଣନ୍ତୁ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର । ଏନେଇ ରାଜ୍ୟ ପରିବହନ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅଛି ସେହି ଯାନ ବାହାନ ଗୁଡ଼ିକ ପାଇଁ ୧୦ ଜାନୁଆରି ଠାରୁ ଗ୍ରୀନ୍‌ ଷ୍ଟିକର୍‌ ଦିଆଯିବ। ନିଜ ନିକଟସ୍ଥ…
Read More...