Browsing Tag

Police

ସତ୍ୟବାଦୀରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ପୁରୀ-: ପୁରୀ ସତ୍ୟବାଦୀ ଅଞ୍ଚଳରେ ଲଜ୍ଜା । ସତ୍ୟବାଦୀରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଘଟଣାରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଲେ ନାବାଳିକା । ଗୁରୁତର ଅବସ୍ଥାରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର…
Read More...

ଅଟୋ ଭଡ଼ାପାଇଁ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ

ଅନୁଗୁଳ-: ଅଟୋ ଭଡ଼ାକୁ ନେଇ ତୁମୁଳକାଣ୍ଡ  । ଅଟୋ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ ।  ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଯୁବକ କାଳିଆ ଗୋଛାୟତଙ୍କ ହାତ ହାଣି ଦେଇଛନ୍ତି ଦୁର୍ବୃତ୍ତ । ସୂଚନ ଅନୁସାରେ, ଆଜି ୩ ଜଣ ପାସେଞ୍ଜର ବଅଁରପାଳ ଯିବା…
Read More...

ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଫୁଟିଛି ଗୁଳି

ଭୁବନେଶ୍ବର-: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳି ଫୁଟିଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି…
Read More...

ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ହିନ୍ଦୋଳ-: ପୋଲିସ ଥାନାକୁ ଯିବାକୁ ଭୟ କରୁଛନ୍ତି ସାଧାରଣ ଲୋକ । ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ମଧ୍ୟବ୍ୟାଘାତ ସୃଷ୍ଟି ହେଉଅଛି । ତେଣୁ ସାଧାରଣ କିଭଳି ସଚେତନ ହେବେ ସେ ନେଇ ପୋଲିସ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି…
Read More...

ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି କରାଯାଉଥିବା ବିକ୍ରି, ଖବର ପାଇ ଅତର୍କିତ ଚଢାଉ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର-: ଚାଲିଥିଲା ବେଆଇନ ଗଞ୍ଜେଇ ବେପାର । ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି କରାଯାଉଥିବା ବିକ୍ରି । ଖବର ପାଇ ଅତର୍କିତ ଚଢାଉ କଲା ଓଡ଼ିଶା ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି ବିପୁଳ ପରିମାଣର ଗଞ୍ଜେଇ କରିଛି ପୋଲିସ ।…
Read More...

ଏକ ଘରୋଇ ଫାର୍ମ ହାଉସ ନିକଟରେ ଥିବା ଲିମ୍ବ ଗଛରୁ ମିଳିଛି ଝୁଲନ୍ତା ଶବ

ଚାନ୍ଦପୁର-: ଚାନ୍ଦପୁର ଅଞ୍ଚଳରେ ଘଟିଛି ଅଘଟଣ । ଏକ ଘରୋଇ ଫାର୍ମ ହାଉସ ନିକଟରେ ଥିବା ଲିମ୍ବ ଗଛରୁ ମିଳିଛି ଝୁଲନ୍ତା ଶବ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚାନ୍ଦପୁର ଥାନା ପଟିଆ ଗ୍ରାମର ୫୮ ବର୍ଷୀୟ ବିଜୟ ପରିଡା । ବିଜୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଚାନ୍ଦପୁର…
Read More...

ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଏକ ବନ୍ଧୁକ ଏବଂ କିଛି ଗୁଳି

ସମ୍ୱଲପୁର-: ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା କାର । ଧକ୍କା ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହ କାରଟି ଓଲଟି ହୋଇଯାଇଥିଲା ଚୁରମାର । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ମେଡ଼ିକାଲକୁ…
Read More...

କୋଟିପତି ହେବାର ଲୋଭ ଦେଖାଇ ଠକି ନେଇଥିଲେ ୧.୫୫ କୋଟି ଟଙ୍କା

ଭୁବନେଶ୍ୱର-: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି।…
Read More...

ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା, ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ

ଭୁବନେଶ୍ୱର-: ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା । ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଶ୍ରୀମନ୍ଦିର ଶିଖରରେ ଡ୍ରୋନ୍ ଉଡ଼ିଲେ ତାକୁ ଅତି ସହଜରେ ଖସାଇଦିଆଯାଇ ପାରିବ ।…
Read More...

ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ

ନୂଆପଡ଼ା-: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା ପିପିଲିର ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…
Read More...