ବ୍ରହ୍ମପୁର ଜେଲରୁ ବାହାରକୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
ଜେଲରୁ ବାହାରକୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ୧୦ ମାସରୁ ଅଧିକ ସମୟ ଜେଲରେ ରହିବା ପରେ ଆଜି ବ୍ରହ୍ମପୁର ସବ-ଜେଲରୁ ବାହାରିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଗତ ବର୍ଷ ଅକ୍ଟୋବର ୬ ତାରିଖରେ ବରିଷ୍ଠ ଓକିଲ ତଥା ବିଜେପି ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା…
Read More...
Read More...