Browsing Tag

pitabasa panda murder case

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଫୁଲବାଣୀ ଜେଲ୍‌ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କଲ ଜେଲକୁ ଅଣାଯାଇଛି। ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ

ବ୍ରହ୍ମପୁର: ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ । ଗିରଫ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ ।…
Read More...

ପୀତବାସ ପଣ୍ଡା ହତ୍ୟା: ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନାର ଆତ୍ମସମର୍ପଣ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନାର ଆତ୍ମସମର୍ପଣ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କଲା ସୁଦର୍ଶନ ଜେନା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ ଜେନା । ଆଇନଜୀବୀ ତଥା ବିଜେପି ନେତା ପୀତବାସ…
Read More...

ଖୋଲିବ ରହସ୍ୟ, ଆଇନଜୀବୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ କି ବିଜେଡି ନେତା!

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ । ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର୍ ମଳୟ ବିଷୋୟୀ, ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ…
Read More...

ପୀତବାସ ହତ୍ୟା: ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡିର ପ୍ରତିବାଦ

ବ୍ରହ୍ମପୁର: ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ଗତକାଲି ରାତିରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ । ସେପଟେ କିନ୍ତୁ ବିକ୍ରମ ପଣ୍ଡାଙ୍କ ଅଟକ ନେଇ ପ୍ରତିବାଦ କରୁଛି ବିଜେଡି । ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍‌ପି ଅଫିସ୍‌ ଘେରାଉ ଉଦ୍ୟମ । ଆଇନ…
Read More...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ । ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଜେରା କରୁଛି ପୋଲିସ । ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି । ସାର୍ପସୁଟର୍ ସହ ଜଣେ…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା: ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ IG ନୀତି ଶେଖର । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ବ୍ରହ୍ମପୁର ଏସ୍‌ପି ଏନେଇ ସାମ୍ବାଦିକ…
Read More...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ, ୨ଟି ଦାମୀ କାର ଜବତ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜବାନ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବାର ସୂଚନା ମିଳିଛି । ଅଟକ…
Read More...