Browsing Tag

pitabasa panda murder case

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, ୨ ବନ୍ଧୁକର ହେବ ବାଲେଷ୍ଟିକ୍ ଟେଷ୍ଟ

Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜବତ ୨ ବନ୍ଧୁକର ହେବ ବାଲେଷ୍ଟିକ୍ ଟେଷ୍ଟ । ବାଲେଷ୍ଟିକ୍ ଟେଷ୍ଟ ପାଇଁ ଭୁବନେଶ୍ବର SFSLକୁ ଗଲା ବନ୍ଧୁକ । ଅଭିଯୁକ୍ତଙ୍କ ଠାରୁ ଜବତ ବନ୍ଧୁକକୁ କୋର୍ଟରେ ଦାଖଲ କରିଥିଲା ପୋଲିସ । କୋର୍ଟରେ ଦାଖଲ ପରେ ୨ ବନ୍ଧୁକକୁ…
Read More...

ପୀତବାସ ପଣ୍ଡା ହତ୍ୟା ଘଟଣା; ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌

Pitabas Panda Muder Case: ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ଦାଖଲ । ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ପାଇଁ SDJM କୋର୍ଟରେ ପିଟିସନ୍‌ । ଫୁଲବାଣୀ ଜେଲ୍‌ରେ ଥିବା ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ ଦାଖଲ । ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ…
Read More...

ବ୍ରହ୍ମପୁର: ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ୍‌

ବ୍ରହ୍ମପୁର: ଆଇନଜିବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରେସମିଟ୍ କରି ବଡ଼ ଅଭିଯୋଗ କରିଛନ୍ତି ପୀତବାସଙ୍କ ପତ୍ନୀ । କେସ୍ ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ । ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ…
Read More...

ପୀତବାସ ହତ୍ୟା: ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ

ବ୍ରହ୍ମପୁର: ଆଇନଜୀବି ପୀତବାସ ହତ୍ୟା ମାମଲାରେ ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ । ଆସନ୍ତା ୧୧ ତାରିଖରେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୧ ତାରିଖ ଦିନ ୧୦ଟା ୩୦ରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । SPଙ୍କ ବିରୋଧରେ ଅଦାଲତ ଅବମାନନା…
Read More...

ପୀତବାସ ହତ୍ୟା: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ । ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ । ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ…
Read More...

ହତ୍ୟାକାଣ୍ଡର ୭/୮ ଦିନ ପୂର୍ବରୁ ଆସିଥିଲା ଧମକପୂର୍ଣ୍ଣ କଲ୍‌: ପୀତବାସଙ୍କ ସାନଭାଇ

ବ୍ରହ୍ମପୁର: କ୍ରାଇମ ସିନ୍‌ ରିକ୍ରିଏସନକୁ ନେଇ ପ୍ରତିକ୍ରିୟା ରଖିଲେ ପୀତବାସଙ୍କ ସାନଭାଇ । ହତ୍ୟାକାଣ୍ଡର ୭/୮ ଦିନ ପୂର୍ବରୁ ଧମକପୂର୍ଣ୍ଣ କଲ୍‌ ଆସିଥିବା ନେଇ କହିଛନ୍ତି ପୀତବାସଙ୍କ ସାନଭାଇ । ପୁତୁରା ମୋବାଇଲ୍‌କୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ…
Read More...

ପୀତବାସ ପଣ୍ଡା ହତ୍ୟା; କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ ହେଲା କ୍ରାଇମ ସିନ୍‌ ରିକ୍ରିଏସନ୍‌ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହୋଇଥିବା ନେଇ ସୂଚନା ମିଳିଛି । ସାର୍ପ ସୁଟର କୁରୁପତି ଓ…
Read More...

ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ । ସାର୍ପ ସୁଟର କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍‌ ଜେରା । ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଗିରଫ । ତେବେ ପୀତବାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ …
Read More...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଫୁଲବାଣୀ ଜେଲ୍‌ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କଲ ଜେଲକୁ ଅଣାଯାଇଛି। ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ

ବ୍ରହ୍ମପୁର: ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ । ଗିରଫ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ ।…
Read More...