Browsing Tag

petrol

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପରେ ଏଥର ପେଟ୍ରୋଲ ପମ୍ପରେ ଲିମିଟ୍‌ରେ ମିଳିବ ତେଲ ।

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ପ୍ରଭାବ ପାଇଁ ଏବେ ଚାରିଆଡେ ପେଟ୍ରୋଲ ଓ ଡିଜେଲର ନିଅଣ୍ଟିଆ ସ୍ଥିତି । ପରିସ୍ଥିତି ଏମିତି ହେଲାଣି ଯେ ଲୋକଙ୍କ ମଧ୍ୟରେ ପେଟ୍ରୋର ଓ ଡିଜେଲକୁ କୋକୁଆ ଭୟ ଖେଳିଗଲାଣି । ଏମିତିକି ଟାଙ୍କିରେ ତେଲ ନଥିବାରୁ ଟାଙ୍କି ବନ୍ଦ ହେବା ସ୍ଥିତି ଆସିଲାଣି । ତେଲ…
Read More...

ନିଜ ଘରେ ପେଟ୍ରୋଲ ରଖିଲେ ଯିବାକୁ ପଡିପାରେ ଜେଲ୍ ।

ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧର ପ୍ରଭାବରେ ଏବେ କିଛି ଦେଶରେ ପେଟ୍ରୋଲର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରତେକ ଦିନ କୌଣସି ନା କୌଣସି ପ୍ରେଟ୍ରୋଲ ପମ୍ପ ଆଗରେ ଭିଡ ପରିଲକ୍ଷିତ ହେଉଛି । ଯେତେବେଳେ କି ଅନ୍ୟମାନେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଗଚ୍ଛିତ…
Read More...

ରୋଡ ସାଇଡ୍ ଦୋକାନରେ ପେଟ୍ରୋଲ ବିକ୍ରିହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ୍‌ ସଂଘ ସହ ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାହାରେ ପେଟ୍ରୋଲ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ । ପ୍ଲାଷ୍ଟିକ…
Read More...

୨/୩ ମାସ ଭିତରେ କମିବ ପେଟ୍ରେଲ ଡିଜେଲ ଦର: ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମୁକ୍ତି ପାଇଁ ପୁଣି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ସରକାର । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆଗାମୀ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ…
Read More...

ପୁଣି ବଢିପାରେ ପେଟ୍ରୋଲ ଡିଜେଲ ଦର!

ଭୁବନେଶ୍ୱର: କିଛି ଦିନର ସ୍ଥିରତା ପରେ ପୁଣି ବଢିବାକୁ ଯାଉଛି ତୈଳ ଦଳ । ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର । ହେଲେ ଅଶୋଧିତ ତୈଳ ଦର ବୃଦ୍ଧି ହିସାବରେ ବୃଦ୍ଧି ହୋଇନି ପେଟ୍ରୋଲ ଡିଜେଲ ଦର । ଯାହାଫଳରେ କ୍ଷତି ସହୁଛି ତୈଳ କମ୍ପାନୀ । ମେ’ ୨୧ତାରିଖରେ କେନ୍ଦ୍ର…
Read More...

ସୁବର୍ଣ୍ଣଜିଲ୍ଲାରେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ

( ଓମ୍ ପ୍ରକାଶ ମିଶ୍ର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ପ୍ରତିବାଦ କରି ସୁବର୍ଣ୍ଣଜିଲ୍ଲା ସୋନପୁର ଟାଉନ ନିକଟରେ ଥିବା ଜୟମାତଦି ପେଟ୍ରୋଲ ପମ୍ପଠାରେ ବିଜେଡିର ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଦୁଇ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଆଗାମୀ ଦିନରେ…
Read More...