Browsing Tag

Paradeep

ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର

ପାରାଦୀପ ବନ୍ଦରର ବ୍ୟାପକ ମାଷ୍ଟର ପ୍ଲାନ୍ ଅଧୀନରେ ଆଗାମୀ ଦଶବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାପାଇଁ ଯୋଜନା କରାଯାଉଥିବା ପ୍ରକଳ୍ପ ଗୁଡିକ ପାଇଁ ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ…
Read More...

ପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତ

ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି। ଏହି ଅବସରରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପରିସରରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ପାରାଦୀପ ପୌରାଧ୍ଯକ୍ଷ ବସନ୍ତ ବିଶ୍ବାଳ ଯୋଗ ଦେଇଥିବାବେଳେ ସଂଘର ସମସ୍ତ କର୍ମକର୍ତ୍ତା…
Read More...

ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବାଲିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷୟତ୍ରୀ ଅଞ୍ଜଳି କୁମାରୀ ସ୍ବାଇଁଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ତିନି ଦଶନ୍ଧିର ସଫଳ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ ଲୋକପ୍ରିୟ ଶିକ୍ଷୟିତ୍ରୀ ଅଞ୍ଜଳୀ କୁମାରୀ ସ୍ବାଇଁ। ପାରାଦୀପ ଉପକଣ୍ଠ…
Read More...

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ l ଶରୀର ଅସୁସ୍ଥତା କାରଣରୁ ପରିବାର ଲୋକେ କଟକ ନେଇ ଯାଉଥିବା ସମୟରେ ପରଲୋକ ଗମନ କରିଥିବା ନେଇ ପରିବାର ସୂତ୍ରରୁ ସୂଚନା ମିଳିଥିବା ବେଳେ ସ୍ଵର୍ଗତ ଦୋଳଗୋବିନ୍ଦ ଦାସଙ୍କ ବିୟୋଗରେ ପାରାଦୀପ ର ବିଭିନ୍ନ ମହଲରେ ଶୋକର ଛାୟା…
Read More...

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସବିତା ମହାପାତ୍ରଙ୍କ ସଭାପତିତ୍ବରେ ଶପଥ ଗ୍ରହଣ ଉତ୍ସବ ମୂଖ୍ୟ ଅତିଥି ଭାବେ ଓ.ଏସ୍.ଏଲ୍ ର ବରିଷ୍ଠ ଅଧିକାରୀ ବି.କେ ଓଝା, ରିପ୍ଲେ କମ୍ପାନୀର ଅଧିକାରୀ ପ୍ରଦୀପ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।…
Read More...

ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର

ରକ୍ତଦାନ ମହତ ଦାନ l ମଣିଷ ଜୀବନରେ ରକ୍ତ ର ଆବଶ୍ୟକ ଅନେକ, ତେଣୁ ପ୍ରତ୍ୟେକ ମଣିଷ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ମହାବିଦ୍ୟାଳୟ ର ଏନସିସି ଆଲୁମିନି ସଦସ୍ୟ l ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟ ରେ ଏକ ସ୍ବେଛାକୃତ ରକ୍ତଦାନ…
Read More...

ପାରାଦୀପ ପୁରୁଣା ରେଲୱେ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୪ ବଗି

ପାରାଦୀପ-: ପାରାଦୀପ ପୁରୁଣା ରେଲୱେ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୪ ବଗି । ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ପରେ ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ବଗି ଅଟକି ଯାଇଥିଲା…
Read More...

ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି । ସୂଚନା…
Read More...

ସାଂପ୍ରତିକ ପରିସ୍ଥିତି ମଧ୍ୟରେ ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି

ଭୁବନେଶ୍ୱର-: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣି ସୁରକ୍ଷାକର୍ମୀ। ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଜିଲ୍ଲା ଲାଇଟ୍…
Read More...

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଏହି ଦିନରେ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ସେହିପରି ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍…
Read More...