Browsing Tag

Paradeep

ପାରାଦୀପ ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ

ପାରାଦୀପ-: ସମୁଦ୍ରରେ ଗାଧୋଇଲା ବେଳେ ଛାତ୍ର ନିଖୋଜ । ଲାଇଟ ହାଉସ ପାଖରେ ୮ ଛାତ୍ର ଗାଧୋଇଲା ବେଳେ  ଅଘଟଣ ଘଟିଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ପାରାଦୀପ ସମୁଦ୍ରରେ ଗାଧୋଉଥିଲେ । ଜଣେ ନିଖୋଜ ଛାତ୍ରଙ୍କୁ ସିଆଇଏସଏଫ ପକ୍ଷରୁ ଖୋଜାଖୋଜି ଚାଲିଛି । ସୂଚନା…
Read More...

ସାଂପ୍ରତିକ ପରିସ୍ଥିତି ମଧ୍ୟରେ ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି

ଭୁବନେଶ୍ୱର-: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣି ସୁରକ୍ଷାକର୍ମୀ। ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଜିଲ୍ଲା ଲାଇଟ୍…
Read More...

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଏହି ଦିନରେ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ସେହିପରି ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍…
Read More...

ପାରାଦୀପ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ : ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍‌କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍ । ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍ । ଫସିଥିବା ୨ଟି ବୋଟ୍‌କୁ ଉଦ୍ଧାର ପାଇଁ…
Read More...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ: ଇଞ୍ଜିନରୁ ଖସି ଗଲା ୧୭ଟି ବଗି

ପାରାଦୀପ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରୁ ୧୭ଟି ବଗି ଖସି ଯାଇଥିଲା । ଫଳରେ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହି ଥିବାବେଳେ ଟ୍ରାକରୁ ଆଉ ୪ଟି ବଗି ବାହାରି ଯାଇଥିଲା । ତେବେ ପାରାଦ୍ଵୀପ ବନ୍ଦର…
Read More...

ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଲ ଫ୍ଲାଗର ଜାହାଜ ‘ଏମଭି ଯୁକାଡ’ ର ଜଣେ ଓ. ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ଗତ କାଲି ଅପରାହ୍ନରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର…
Read More...

ଆଇରନ ବୋଝେଇ ଟ୍ରକ ତଳେ ବାଇକ ଆରୋହିଙ୍କ ଚାଲିଗଲା ଜୀବନ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ:  ପାରାଦୀପ ରାଜରାସ୍ତା ରେ ଚାଲିଗଲା ଆଉ ଏକ ନିରୀହ ଜୀଵନ l ପାରାଦୀପ ରେ ବେଆଇନ ଭାବରେ ଆଇରନ ଟ୍ରକ ର ଧାଡିଭଙ୍ଗା ଓଭରଟେକିଙ୍ଗ କାରଣରୁ ପ୍ରତ୍ୟେକ ମାସରେ ଏକାଧିକ ଜୀଵନ ଚାଲିଯାଉଥିବା ବେଳେ ଅନେକ ଲୋକ ସଡ଼କ ଦୁର୍ଘଟଣା ରେ ପଙ୍ଗୁ ହୋଇ ନିଜ ପରିବାର ର ବୋଝ…
Read More...

ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ବୋରେହି ମାଛ

ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ମାଛ । ମେଟ ୧୭ଟି ବିରଳ ମାଛର ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି । ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରା ପଡିଛନ୍ତି ଏହି ବିରଳ ତେଲିଆ ବୋରେହି ମାଛ । ଏହି ୧୭ଟି ମାଛର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହୋଇଥିବା…
Read More...

ଓଡିଶା ଆସିବେ ମହାମହିମ : ଏ ନେଇ ତତ୍ପର ପ୍ରଶାସନ

ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ଆସନ୍ତା ୨୭ ତାରିଖରେ ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି । ଏନେଇ ତତ୍ପର ହୋଇ ପଡିଚି ପ୍ରଶାସନ । ବନ୍ଦର ନଗରୀ ପାରାଦୀପକୁ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଆଜି ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳାଇ…
Read More...

ହିଟ ଆଣ୍ଡ ରନ କେସ, ଦୁଇ ଆଇଓସିଏଲ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ସନ୍ତରା ଗଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ମୃତକ ଦୁଇ ଜଣ ହେଲେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର କର୍ମଚାରୀ କୈବଲ୍ୟ ଓ କେନ୍ଦୁଝର ଜିଲ୍ଲା କଣ୍ଟା ଗ୍ରାମର…
Read More...