Browsing Tag

Papadahandi

ଦୁଇ କାର ଓ ଗଞ୍ଜେଇ ଜବତ ସହ ୫ ଗିରଫ

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା : କାର ଭିତରେ ଗଞ୍ଜେଇ । ଜବତ କଲା ପୋଲିସ । ଦୁଇଟି କାରରେ ଗଞ୍ଜେଇ ଯାଉଥିବା ସମୟରେ ଗଞ୍ଜେଇ ଜବତ ସହ ୫ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି ମୋଇଦଲପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ମୋଇଦଲପୁର ପୋଲିସ ଡାବୁଗାଁ ଛକ ଓ ଥାନା ସମ୍ମୁଖରେ ଗାଡି ଯାଞ୍ଚ…
Read More...

ଚାଉଳବଣ୍ଟନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ପାପଡାହାଣ୍ଡି / ଅନିଲ ଭତ୍ରା : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଚାଲିଥିବା ଚାଉଳବଣ୍ଟନ  ସମସ୍ୟା କୁ ନେଇ ବୁଧବାର  ପାପଡାହାଣ୍ଡି ବିଡ଼ିଓ ରଞ୍ଜିତା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯାଇଛି । ତୁମ୍ବର୍ଲା ସରପଞ୍ଚ ମୁରଲୀଧର ନାୟକ ଙ୍କ…
Read More...

ଲଗାଣ ବର୍ଷାରେ ଘରେ ପଶିଲା ପାଣି

ପାପଡାହାଣ୍ଡି/ଅନିଲ ପ୍ରଭାତ ଭତ୍ରା: ଲଗାଣ ବର୍ଷାରେ ଘରେ ପଶିଲା ପାଣି । ଘରର ଆସବାପତ୍ର ସବୁ ବର୍ଷା ପାଣିରେ ଓଦା ହୋଇଛି ଯାହା ଫଳରେ ଲୋକେ ହଇରାଣ ହୋଉଛନ୍ତି । ଡ୍ରେନରେ ଠିକ ଭାବେ ତଦାରଖ ନ ହେବାରୁ ଏଭଳି ସମସ୍ୟା  ହୋଇଥିବା ଅଭିଯୋଗ କରୁଛନ୍ତି ସାହି ବାସିନ୍ଦା । ଏଭଳି ହୋଇଛି ପାପଡାହାଣ୍ଡି…
Read More...

ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସକଙ୍କୁ ସ୍ୱାଗତ

ପାପଡାହାଣ୍ଡି / ଅନିଲ ପ୍ରଭାତ ଭତ୍ରା :ଦୁର୍ଗମ ଅଞ୍ଚଳରୁ ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସକ ଡ଼ ଚିନ୍ମୟ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ନିଜ ଗ୍ରାମ ପାପଡାହାଣ୍ଡି ବ୍ଲକ ମଇଦଳପୁର ପଂଚାୟତ ତୁରୁଞ୍ଜିଆଗୁଡା ଠାରେ ଦିଆଯାଇଥିଲା ସ୍ୱାଗତ ସମ୍ବର୍ଦ୍ଧନା । ଗତ ୩୦ତାରିଖ ଦିନ…
Read More...

ପୋଲିସ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା: ପୋଲିସ ବିଭାଗ ଦ୍ଵାରା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଭାଲୁ ଝର ଠାରେ ଆଜି ପୋଲିସ ଜନ ସଂପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଆଖପାଖ ଅଞ୍ଚଳର ୧୦୦୦ରୁ ଉର୍ଦ୍ଧ୍ବ ଜନତା ଙ୍କ ସମାଗମ ହୋଇଥିଲା । ପୋଲିସ ସହ ଜନତାଙ୍କ ସୁସମ୍ପର୍କ…
Read More...