Browsing Tag

Pakistan

ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ କମାଣ୍ଡୋ ଥିଲା ପହଲଗାମ ଆକ୍ରମଣ ଆତଙ୍କବାଦୀ

ନୂଆଦିଲ୍ଲୀ-: ପାକିସ୍ତାନ ସେନା ହିଁ ଆକ୍ରମଣ କରିଥିବା ତଥ୍ୟ ଗୁଇନ୍ଦା ବିଭାଗକୁ ମିଳିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ  ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ…
Read More...

କାଲି ଭାରତକୁ ଧମକ ଦେଉଥିଲେ, ଆଜି ଛାନିଆରେ ଦେଶ ଛାଡ଼ିଲେ

ବ୍ୟୁରୋ-: କାଲି ଧମକ ଦେଉଥିଲେ, ଆଜି ଦେଶ ଛାଡ଼ିଲେ । ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି । ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା…
Read More...

ପାକିସ୍ତାନରୁ ଆସି ଭାରତରେ ଥିବା ନାଗରିକଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ-: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ପାକିସ୍ତାନରୁ ଆସି ଭାରତରେ ଥିବା ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । LTV (ଲଙ୍ଗ ଟର୍ମ ଭିସା) ରେ ଥିବା ପାକିସ୍ତାନୀ ହିନ୍ଦୁଙ୍କର ଭିସା ରଦ୍ଦ ହେବନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ,…
Read More...

ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର

ଇସଲାମବାଦ-: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି…
Read More...

ପୂର୍ବତନ ଆଇଏସଆଇ ମୁଖ୍ୟ ପାକ୍ ସେନା ଦ୍ୱାରା ଗିରଫ

କରାଚି: ପାକିସ୍ତାନରେ କଣ ଚାଲିଛି? ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ଅବସରପ୍ରାପ୍ତ ମୁଖ୍ୟ ଫୈଜ ହମୀଦଙ୍କୁ ଗିରଫ କରିବା ସହ କୋର୍ଟ ମାର୍ଶାଲ କରାଯାଇଛି । ଆଇଏସପିଆର ସୂଚନା ମୁତାବକ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସେଠାକାର ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ କରାଯାଇ ଫୈଜଙ୍କ…
Read More...

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ –ଇ –ଇନସାଫ ବା ପିଟିଆଇ ୧୦ଟି ଆସନରେ ବିଜୟ ହୋଇଥିବା କୁହାଯାଉଛି । ସେହିପରି ପୂର୍ବତନ…
Read More...

ମାସୁଦ ଅଜହରର ନିକଟତର ; ଭାରତ ବିରୋଧୀକୁ ପାକ୍ ରେ ହତ୍ୟା

ଆତଙ୍କୀ ସଂଗଠନ ଜସ-ଏ-ମହମ୍ମଦ ଚିଫ୍ ମାସୁଦ ଅଜହରର ଅତି ନିକଟତର ଥିଲା ମøଲାନା ରହୀମୁଲ୍ଲା ତାରିକ ।ପାକିସ୍ତାନର କରାଚିରେ ଭାରତ ବିରୋଧୀ ଧାର୍ମିକ ନେତା ଭାବରେ ମøଲାନା ରହୀମୁଲ୍ଲା ତାରିକ କୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ କେହି ଦୁବୃତ୍ତ ଗୁଳି କରି ହତ୍ୟା କରିଛନ୍ତିା ସେ ସବୁବେଳେ…
Read More...

ଲସ୍କର କମାଣ୍ଡର ଅକ୍ରମ ଗାଜିକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ଗୁରୁବାର ଦିନ ପାକିସ୍ତାନରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଅକ୍ରମ ଗାଜୀକୁ ହତ୍ୟା କରାଯାଇଛି । ପାକିସ୍ତାନରେ ଭାରତ ଶତ୍ରୁକୁ ହତ୍ୟା ଘଟଣା ପ୍ରଥମ ଘଟଣା ନୁହଁ । ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି । କିଛି ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଭାରତର ମୋଷ୍ଟ ୱାଂଟଡ଼…
Read More...

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜିତ ରହିଛନ୍ତି । ଦିନିକିଆ ବିଶ୍ୱକପରେ…
Read More...

ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ: ୨୫ମୃତ ୭୦ ଗୁରୁତର

ପାକିସ୍ତାନ: ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ।ପାକିସ୍ତାନର ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଗୁରୁତରଜଣ ଗୁରୁତର ହୋଇଥିବା କୁହାଯାଉଛି । ମସଜିଦରେ ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ…
Read More...