Browsing Tag

Pakistan

ସିନ୍ଧୁ ପାଇଁ ଡହଳ ବିକଳ ହେଉଛି ପାକ୍, ସେପଟେ ଭାରତ ରଚୁଛି ଆଉ ଏକ ଯୋଜନା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତି (IWT) କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ଘୋଷଣା କରିଥିଲା। ଏହା ସିନ୍ଧୁ ନଦୀ ପ୍ରଣାଳୀରେ ଏକ ବିଦ୍ୟୁତ ପ୍ରକଳ୍ପ ଏବଂ ବନ୍ଧ ନିର୍ମାଣ ପାଇଁ ଏକ ଯୋଜନା ମଧ୍ୟ ବିକଶିତ କରିଥିଲା। ବର୍ତ୍ତମାନ, ଏହା କାର୍ଯ୍ୟକାରୀ ହେଉଛି।…
Read More...

ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ରେ ଭେଟିଲେ ଭଉଣୀ ଉଜମା, କହିଲେ କେମିତି ଅଛି ଭାଇର ଦେହ…

ନୂଆଦିଲ୍ଲୀ: ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ରେ ଭେଟିଲେ ଭଉଣୀ ଉଜମା । ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ଭେଟିଲେ ଉଜମା । ଜେଲ୍‌ରେ ଭେଟିବା ପରେ ଇମ୍ରାନ୍ ସୁସ୍ଥ ଥିବା ସୂଚନା ଦେଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁସ୍ଥ ଥିବା କହିଲେ । ତେବେ ଇମ୍ରାନଙ୍କୁ ମାନସିକ…
Read More...

ଭାରତରେ ପଶିପାରିବେନି ଆତଙ୍କୀ, ଏଥର ନିଆଯିବ କଡ଼ା ଆକ୍ସନ, ସାମ୍ନାକୁ ଆସିବା ମାତ୍ରେ ଫୁଟିବ ଗୁଳି

ନୂଆଦିଲ୍ଲୀ: ଭାରତକୁ ପଶିବା ଆତଙ୍କବାଦୀଙ୍କ ପାଇଁ ମୁସକିଲ୍। ଭାରତ ସୀମାରେ ପାଦ ଥୋଇଲେ ଫୁଟିବ ଢୋଢା ଗୁଳି। ଚଳିତ ବର୍ଷ LOC ଦେଇ ପଶି ପାରିନାହାନ୍ତି ଆତଙ୍କୀ। ଏନେଇ ଖୁଲାସା କଲେ ବରିଷ୍ଠ ଅଧିକାରୀ । ସୀମା ସୁରକ୍ଷା ବାହିନୀର ଜଣେ ବରିଷ୍ଠ ଅଧିକାରୀ ଆଜି କହିଛନ୍ତି ଯେ, ଚଳିତ ବର୍ଷ…
Read More...

କେମିତି ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୃତ୍ୟୁ ଗୁଜବ ଭିତରେ ମୁହଁ ଖୋଲିଲେ ପୁଅ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଥିବା ଖବର ଆସିଥିଲା । ଏବେ ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା…
Read More...

ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ, ଆଫଗାନ ଉପରେ କଲା ଘାତକ ଆକ୍ରମଣ

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ । ଗତକାଲି ପାକିସ୍ତାନର ଖାଇବର ପଖତୁନଖ୍ୱାର ପେଶାୱରରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହାର ଜବାବରେ, ପାକିସ୍ତାନୀ ସେନା ଆଫଗାନିସ୍ତାନରେ ଏକ ବଡ଼ ଆକ୍ରମଣ କରିଛି । ଏଥର, ପାକିସ୍ତାନୀ ସେନା ଆଫଗାନିସ୍ତାନ ଆବାସିକ ଅଞ୍ଚଳକୁ…
Read More...

ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ : ରାଜନାଥ

ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯଦିଓ ସିନ୍ଧ ଆଜି ଭାରତର ଅଂଶ ନୁହେଁ, କିନ୍ତୁ ଏହି ଅଞ୍ଚଳ ଭାରତର ସଭ୍ୟତା ଐତିହ୍ୟ ସହିତ ଗଭୀର ଭାବରେ ଜଡିତ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସିଂହ କହିଛନ୍ତି ଯେ ସିନ୍ଧ, ଯାହା 1947 ପୂର୍ବରୁ…
Read More...

ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କଣ ରହିବ ଭାରତର ଆକ୍ସନ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ଘଟିଥିବା କାର ବୋମା ବିସ୍ଫୋରଣ ମାମଲାକୁ ନେଇ ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ୍-ହକ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣରେ ପାକିସ୍ତାନର ସିଧାସଳଖ ଭୂମିକା ଥିଲା, ଯେଉଁଥିରେ ୧୫…
Read More...

ଅପରେସନ୍ ସିନ୍ଦୂରକୁ ନେଇ ପୁଣି ଏକ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ମୋଦି କରିଥିଲେ ଅନୁରୋଧ!

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମାନ ଦାବି କୁ ଦୋହରାଇବା ସହ ଏଥର ବି ଟ୍ରମ୍ପ କହିଛନ୍ତି ସେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ…
Read More...

ଭାରତକୁ ମୁନିରଙ୍କ ଧମକ, ପାକିସ୍ତାନ ସେନାର କଲେ ମିଛ ପ୍ରଶଂସା

Asim Munir: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୁଣି ଥରେ, ଅସୀମ ମୁନିର ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ମୁଖରେ ତାଙ୍କ ସେନାର ମିଛ…
Read More...

ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ଚେତାବନୀ, କଡ଼ା ଜବାବ ଦେବୁ…

ନୂଆଦିଲ୍ଲୀ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ଚେତାବନୀ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଡ଼ା ବାର୍ତ୍ତା ଦେଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ । ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ବାକି ଅଛି । ୮୮ ଘଣ୍ଟାର ଅପରେସନ ସିନ୍ଦୂର କେବଳ…
Read More...