Browsing Tag

odishsa

ଏକ୍ସିସ ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ଶକ୍ତି ନଗରରେ ଥିବା ବିଜୟ ସାହୁଙ୍କ ଆପାର୍ଟମେଣ୍ଟରେ ଭଡ଼ାକୁ ରହୁଥିବା ଏକ୍ସିସ ବ୍ୟାଙ୍କର କର୍ମଚାରୀ ସାଶ୍ୱତ କୁମାର ଦାସ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସାଶ୍ବତ କୁମାର ଦାସ…
Read More...

ଚିଟ୍ ଫଣ୍ଡ ତଦନ୍ତକୁ ନେଇ ରାଜ୍ୟ ସକରାରଙ୍କୁ ଘେରିଲା ବିଜେପି

(ରିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ) : ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଆଉ ଲାଗିବ ୨/୩ ବର୍ଷ। ଏହାର ସୂଚନା ଦେଇଛନ୍ତି ଚିଟ୍ ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ ଏମ.ଏମ. ଦାସ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୧୦ ହଜାରୁ ଉଦ୍ଧ୍ୱର୍ ଜମାକରୀଙ୍କୁ ଚିହ୍ନଟ କରାଯାଇଛି ବୋଲି…
Read More...

ବ୍ରଜପାତରେ ବସ୍ ହେଲପରଙ୍କ ମୃତ୍ୟୃ

(ଚିତରଞ୍ଜନ ସାହୁ):ବରଗଡ଼ ସହରରେ ଆଜି ଅପ୍ରରାହ୍ନରେ ଜିରା ନଦୀ ପୋଲ ଊପରେ ଏକ ଯାତ୍ରୀବାହୀ ବସ ଯାଉଥିବା ସମୟରେ ବ୍ରଜପାତ ହୋଇଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ ର ହେଲପରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ଭାର ଶାନ୍ତନୁ ଠାକର(୨୨)…
Read More...

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ

(ଆଦର୍ଶ ରାଉତ ): ଭିଜିଲାନ୍ସ ହାତରେ ଧରା ପଡିଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ । ୯୬,୫୦୦ ଟଙ୍କା ଲାଚଂ ନେଉଥିବା ବେଳେ ଭିଜିଲାନ୍ସ କରିଲା ଗିରଫ । ସୁଚନା ଅନୁଯାୟୀ ପୂର୍ବରୁ ହାଡିବନ୍ଧୁ ଲାଚଂ କାରବାରରେ ଜଡିତ ଥିଲେ । ବାରମ୍ବାର ଅଭିଯୋଗ ଆସୁଥିଲେ…
Read More...