Browsing Tag

Odisha

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ

ଭୁବନେଶ୍ୱର: ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ…
Read More...

ଆଗକୁ କମିବ ତାତି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ତାତି ସାଙ୍ଗକୁ ଗୁଳୁଗୁଳି ରେ ନାକେଦମ ହେଲେଣି ରାଜ୍ୟ ବାସି । ତେବେ ଆଗକୁ କମିବ ତାତି । କିନ୍ତୁ କମିବନି ଗୁଳୁଗୁଳି । ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଏଥିପାଇଁ ଅଧିକ ଗୁଳୁଗୁଳି   ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ…
Read More...

ତାଳଚେର ଦୁଷ୍କର୍ମ ଏବଂ ହତ୍ୟା ଘଟଣା : ନ୍ୟାୟ ଦାବିରେ ୧୨ଘଣ୍ଟା ବନ୍ଦ ଡାକରା

ତାଳଚେର: ବହୁ ଚର୍ଚ୍ଚିତ ତାଳଚେର ଦୁଷ୍କର୍ମ ଏବଂ ହତ୍ୟା ଘଟଣା , ନ୍ୟାୟ ଦାବିରେ ୧୨ଘଣ୍ଟା ବନ୍ଦ ଡାକରା । ସୁଭଦ୍ରା ପରିବାରକୁ ନ୍ୟାୟ ଓ ୧୦ଦଫା ଦାବି ସହିତ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଏହି ବନ୍ଦ ଡାକରା ହୋଇଥିବା କୁହାଯାଉଛି । ଜଣେ ଲୋକ ଅଟୋରେ ଅପହରଣ, ଦୁଷ୍କର୍ମ…
Read More...

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା : ସମ୍ପନ୍ନ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ : ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେବ ତିନି ରଥର ଚକ ଅଖ ଡେରା ନୀତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ବିଜେ କରିବେ । ଏହାପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ…
Read More...

ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ-: ନିଜ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିବା ବାପାକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିଏସସି-୨) ଅଦାଲତ ବିଚାରପତି ସବିତା ଦାସ ଏ ସଂପର୍କିତ ମାମଲାର ଶୁଣାଣି କରି ଲାଲବାଗ ଥାନା ଅଞ୍ଚଳର ଅସପାକ୍ ଅହମଦ୍ ଖାନ(୪୧)କୁ…
Read More...

ସୁବର୍ଣ୍ଣପୁରର ନୂତନ ଏସପି ନାରାୟଣ ନାୟକଙ୍କୁ  ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ର ନୂତନ ଏସପି ନାରାୟଣ ନାୟକ ଙ୍କୁ  ସାକ୍ଷାତ କଲେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା କର୍ମକର୍ତ୍ତା l ଦୁର୍ଘଟଣା ରୋକିବାକୁ ନିର୍ଦ୍ଧିଷ୍ଟ ସମୟରେ ଭାରି ଯାନ ଚଳାଚଳ ବ୍ୟବସ୍ଥା କୁ ସଦର ମହକୁମା ରେ ମଧ୍ୟ ଲାଗୁକରିବା, ବେଆଇନ୍ ନିଶା କାରବାର  ଓ ଜନ ଗହଳି…
Read More...

କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟର ମୃତ

କଟକ: କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟର ମୃତ । ଆଉ ଜଣେ ଇଞ୍ଜିନିୟର ବୁଡି ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି କରିଛି । ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ବୁଡିଗଲେ । ୪ ଜଣ ଇଞ୍ଜିନିୟର ଗାଧୋଇବା ପାଇଁ ଆସିଥିଲା ବେଳେ ଅଘଟଣ ଘଟିଛି । କଟକ ଏସସିବି…
Read More...

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସଧାରଣ ବୈଠକ ଓ ନିର୍ବାଚନ ଅନୁଷ୍ଠିତ

ସୁବର୍ଣ୍ଣପୁର:  ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଗ୍ୟାଲେରୀ ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ବୈଠକ ଓ ନିର୍ବାଚନ ବୈଠକ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଓ ପୋଲିସ…
Read More...

ଜିଲ୍ଲା ସ୍ତରୀୟ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର  ତାଲିମ ଗୃହ ଠାରେ ଜିଲ୍ଲା ସ୍ତରୀୟ ଉଚ୍ଚ ରକ୍ତଚାପ ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରି ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ…
Read More...

ୟୁଟ୍ୟୁବର ଜ୍ୟୋତି ମାଳାହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି

ପୁରୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଳାହୋତ୍ରା ଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଜ୍ୟୋତି ଙ୍କ ସହ ଲିଙ୍କ ନେଇ ତଦନ୍ତ କରୁଛି ପୋଲିସ । ୟୁଟୁବର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ଟିମ୍ ଯାଇ ଛାନଭିନ କରିଛି ।…
Read More...