Browsing Tag

Odisha

କାଳବୈଶାଖୀ ନେଇ ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା । ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା ରହିଛି । ଏନେଇ ଆଜି ୧୮ ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।  ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,…
Read More...

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ

ଲକ୍ଷ୍ନୌ: ୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଛି। ଲକ୍ଷ୍ନୌର ଭାରତ ରତ୍ନ…
Read More...

ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ବର : ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ରେଜଲ୍ଟ ବାହାରିବାକୁ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେହେତୁ ଆଜି…
Read More...

ଇନଷ୍ଟାଗ୍ରାମ ଲକ୍ କଲେ ପ୍ରିୟଙ୍କା ସେନାପତି

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଇନଷ୍ଟାଗ୍ରାମ ଲକ୍ କଲେ ପ୍ରିୟଙ୍କା ସେନାପତି । ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ପଦାକୁ ଆସିବା ପରେ ତନାଘନା କରୁଛି ପୋଲିସ । ତେବେ ଏହି ବିବାଦ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଦେଇଛନ୍ତି ପ୍ରିୟଙ୍କା । ତେବେ…
Read More...

ଏସିଡ ମାଡ଼ କରିବାକୁ ଧମକ ଦେଇ ଯୁବକ ଗିରଫ

ଭୁବନେଶ୍ୱର :  ଏସିଡ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଏପରି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅଂଚଳରେ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠି । ଝିଅ ରାଜି ନହେବାରୁ ଜବରଦସ୍ତ କରିବାକୁ ଉଦ୍ୟମ କରିଥିଲା । ଏପରିକି ଯୁବତୀଙ୍କୁ ଆକ୍ରମଣ କରିବାକୁ…
Read More...

ଏହି ୨୩ ବର୍ଷୀୟ ବ୍ୟାଟସମ୍ୟାନ୍ ଟି-୨୦ କ୍ରିକେଟରେ କେବେ ୦ ରେ ଆଉଟ୍ ହୋଇନଥିଲେ, ୨୦୦୦ ରନ କରି ବିଶ୍ୱ ରେକର୍ଡ କରିଥିଲେ

IPLକୁ ଯୁବପିଢ଼ିଙ୍କ ଲିଗ୍ କୁହାଯାଏ ନାହିଁ, ବର୍ଷ ପରେ ବର୍ଷ ଏହି ଲିଗ୍ ରୁ ଅନେକ ଅସାଧାରଣ ଖେଳାଳି ବାହାରି ଆସୁଛନ୍ତି। ଏଥର ଜଣେ ୨୩ ବର୍ଷୀୟ ବ୍ୟାଟସମ୍ୟାନଙ୍କ ବିଷୟରେ ବହୁତ ଆଲୋଚନା ହେଉଛି, ଯାହାକୁ ଆମେ ନୂତନ ରନ୍ ମେସିନ୍ ବୋଲି କହିବାକୁ ଆପତ୍ତି କରିବୁ ନାହିଁ। ଏହି ଯୁବ ଖେଳାଳି ଟି-୨୦…
Read More...

ପୁଣି  ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ: ତଦନ୍ତ ଜାରି

ଭୁବନେଶ୍ୱର: ପୁଣି  ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ ।  ଆଜି  ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଉଡିଲା ଡ୍ରୋନ । ତେବେ ଡ୍ରୋନ ଉଡିବା ନେଇ ଡ଼ିଜିପିଙ୍କ କଡା କଟକଣା ସତ୍ୱେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି  । ଏ ନେଇ ପୋଲିସକୁ ମନ୍ଦିର ସେବାୟତ ଅବଗତ କରାଇଛନ୍ତି । ଘଟଣାର…
Read More...

ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମ୍ପର୍ଣ୍ଣ ହୋଇଛି ଚକଅଖ ଡେରା ନୀତି

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ରଥଖଳା । କାରିଗର ମାନେ ରଥ ନିର୍ମାଣ କାର୍ଯ୍ୟରେ ଦିନ ରାତି ଏକ କରି ଦେଇଛନ୍ତି । ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ତିନି ରଥର…
Read More...

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯୋଡ଼ା ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଭାରତୀୟ ସେନାର ଶୋର୍ଯ୍ୟ ଓ ବୀରତ୍ୱର ସମ୍ମାନ ଉଦ୍ଦେଶ୍ୟରେ ଯୋଡ଼ାରେ ପରିକ୍ରମା ଶୋଭାଯାତ୍ରା । ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯୋଡ଼ା ବିଜେପି ପକ୍ଷରୁ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର…
Read More...

ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ : ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଓଡିଶାରୁ ବିଦା ହେବେ ବାଂଲାଦେଶୀ | ରଣନୀତି ପ୍ରସ୍ତୁତ କଲେ ରାଜ୍ୟସରକାର | ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ STF | ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି | ମେରାଇନ ପୋଲିସ, ସ୍ଥାନୀୟ…
Read More...