Browsing Tag

Odisha

ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ

ଭୁବନେଶ୍ୱର : ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ । ଭୁବନେଶ୍ୱର ବରମୁଣ୍ଡା ନିକଟ ଓଭରବ୍ରିଜ ଉପରେ ଘଟିଛି ଏଭଳି ଦୁର୍ଘଟଣା । ଗଞ୍ଜାମ ବିଜେଡି ସଭାପତି ଙ୍କ ଗାଡି ଦୁର୍ଘଟଣା ଗସ୍ତ ହୋଇଛି । ଡିଭାଇଡରକୁ ପିଟି ଦେଇଛି ସଭାପତିଙ୍କ ସ୍କର୍ପିଓ ଗାଡି । ତେବେ ଗାଡି ଚାଳକଙ୍କ ଆଖି…
Read More...

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ  । ଆଜି ପ୍ରକାଶ ପାଇବ  +୨ ପରୀକ୍ଷା ଫଳ । ଏକା ସାଙ୍ଗରେ କଳା , ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପ୍ରକାଶ ପାଇବ ରେଜଲ୍ଟ । ଏହାସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ତେବେ  ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।…
Read More...

ଆଗାମୀ ୧୨ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ନୂଆଦିଲ୍ଲୀ: ଆସୁଛି ବର୍ଷା । ଆଗାମୀ ୧୨ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସକ୍ରିୟ ଘୁଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ । ପୂର୍ବ କେନ୍ଦ୍ରୀୟ ଆରବସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର କଣ୍ଣାଟକ  ଅଞ୍ଚଳରେ ସକ୍ରିୟ ରହିଛି ଘୁଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୨…
Read More...

ଅଜଣା ଗାଡି ଦୁର୍ଘଟଣା : ୩ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଅଜଣା ଗାଡି ଧକ୍କାରେ ୩  ଯୁବକଙ୍କ ମୃତ୍ୟୁ ହୋଇଛି । ଗୁମୁଡା ଫାଣ୍ଟି ବଂଶଧାରା ନଦୀ ପୋଲରେ ଦୁର୍ଘଟଣା ଘଟିଛି । ଠାକୁରାଣୀ ଯାତ୍ରା ଦେଖିବାକୁ  ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଗୁଡାରି ବ୍ଲକ କଇଠପଦର  ଓ ଜଗନ୍ନାଥପୁର ଗାଁର ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ…
Read More...

ଆସୁଛି ଏକା ସହିତ ୨ଟି ଲଘୁଚାପ !

ଭୁବନେଶ୍ୱର; ଆସୁଛି ଏକା ସହିତ ୨ଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏବଂ ଆରବସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ମେ ୨୧ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘର୍ଣ୍ଣିବଳୟ ସମ୍ଭାବନା ରହିଥିବା ବେଳେ ୨୨ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଖାଲି ସେତିକି ନୁହେଁ…
Read More...

ବିପୁଳ ପରିମଣର ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର: ବିପୁଳ ପରିମଣର ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ବିଦୁରୁପାଲି ଛକ ନିକଟରେ  କାର ସହ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ପୋଲିସ । କିନ୍ତୁ ଅଭିଯୁକ୍ତ ଫେରାର । ସୂଚନା ଅନୁସାରେ,  ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା ।…
Read More...

ଆଜି ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୦୨୦ ଟଙ୍କା

ଭୁବନେଶ୍ୱର :  କେବେ ବଢୁଛି ତ ପୁଣି କେବେ କମୁଛି । ଏହାରି ଭିତରେ ବି ରେକର୍ଡ କରିସାରିଛି ସୁନା ଦର  । ବିବାହ ଋତୁ ଥିବାରୁ ଚାହିଦା ବି ରହିଛି । କିନ୍ତୁ ମୁହଁ ଫେରାଉଛନ୍ତି ଗ୍ରାହକ । ସେହିପରି ପୁଣି ଆଜି କମିଲା ସୁନା ଦର ।   ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୦୨୦ ଟଙ୍କା…
Read More...

ଚିଟ ଫଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ ସାମଲ

 ଭୁବନେଶ୍ୱର : ଚିଟ ଫଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଲେ ମନମୋହନ ସାମଲ । ସେ କହିଲେ , ଚିଟ ଫଣ୍ଡ କାଗଜ ପତ୍ର ମିଳୁନାହିଁ   । ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ ଫଣ୍ଡ ଟଙ୍କା ଫେରସ୍ତ ହେବ | ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି | ଚିଟ ଫଣ୍ଡ…
Read More...

ପରିବର୍ତ୍ତନ ହେବ ରାଜ୍ୟ କ୍ୟାବିନେଟର ଢାଞ୍ଚା

ଭୁବନେଶ୍ୱର: ପରିବର୍ତ୍ତନ ହେବ ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ଲାଗିବ ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ । ନିର୍ଦ୍ଦେଶନାମା ଅନୁସାରେ, ପାଞ୍ଚଦିନ…
Read More...

ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ

 ଭୁବନେଶ୍ୱର: ତାତିରେ ଛାଟପଟ  ହେଉଛନ୍ତ ରାଜ୍ୟ ବାସି । ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ୩୭ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ…
Read More...