ବନ୍ଧୁକ ଛାଡ଼ିବାକୁ ସାଥୀଙ୍କୁ ଟପ୍ ମାଓ ନେତା ନିଖିଲ୍ଙ୍କ ଆହ୍ବାନ, ଅଡିଓ ବାର୍ତ୍ତା ଜାରି
ଭୁବନେଶ୍ୱର: ଟପ୍ ମାଓ ନେତା ନିଖିଲ୍ ତାଙ୍କ ସାଥୀମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଏନେଇ ନିଖିଲ୍ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସଶସ୍ତ୍ର କ୍ରାନ୍ତିକୁ ତ୍ୟାଗ କରି ସେମାନେ ୧୫ ଜଣ ମାଓବାଦୀ ଗଣତାନ୍ତ୍ରିକ ରାସ୍ତାକୁ ଆସିଛନ୍ତି…
Read More...
Read More...