Browsing Tag

odisha vigilance

ଫାଇଲ କାମ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଇ ପୁଣି ଧରା ପଡିଲେ ସରକାରୀ ବାବୁ । ଜୁନିଅର ରାଜସ୍ୱ ସହାୟକ (JRA) ସୌରଭ ତ୍ରିପାଠୀ, ସ୍ୱତନ୍ତ୍ର ପ୍ରମାଣପତ୍ର ବିଭାଗ, ଭୁବନେଶ୍ୱରର ସବ-କଲେକ୍ଟର କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୀର୍ଘ ଦିନ ଧରି ବିଚାରାଧୀନ ଏକ ପ୍ରମାଣପତ୍ର ମାମଲାରେ ଫାଇଲ କାମ…
Read More...

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

ଭୁବନେଶ୍ୱର:- ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ। ବିଏମସି…
Read More...

ଯୋଗାଣ ଅଧିକାରୀଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ

ଛତ୍ରପୁର-: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ । ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ । ଆଉ ସେହି ସମୟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ

ସମ୍ବଲପୁର-: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ ।  ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ ଭିଜିଲାନ୍ସ ହାତରେ ।  ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଓ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ…
Read More...

ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ପିଇଓ

ଭୁବନେଶ୍ୱର-: ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ହେଲେ ଅକ୍ରୁର ମାଝୀ । ପଞ୍ଚାୟତର କାମ ନ କରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ହଡପ କରିଥିବା…
Read More...

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଛି ଭିଜିଲାନ୍ସ

କୋରାପୁଟ-: ଭିଜିଲାନ୍ସ ଜାଲରେ ଫଶିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା । ଏହି…
Read More...

୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍

ବରଗଡ-: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ ।…
Read More...

ଜେଲରେ ଲାଞ୍ଚୁଆ ଆଇଏଏସ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି

ଭୁବନେଶ୍ୱର-:୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ । ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମାନ ଚକମା । ତେବେ ଜେଲରେ ଲାଞ୍ଚୁଆ…
Read More...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଫିସର। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ…
Read More...

ଲାଚଂ ନେଇ ଧରାପଡିଲେ ପୌରପାଳିକା କର୍ମଚାରୀ

ରାଜଗାଙ୍ଗପୁର : ଲାଚଂ ନେଉଥିବା ବେଳେ ଧରାପଡିଲେ ପୌରପାଳିକା କର୍ମଚାରୀ । ୧୩ ହଜାର ଟଙ୍କା ନେଇଥିଳେ ଲାଚଂ । ରାଜଗାଙ୍ଗପୁର ପୌରପାଳିକାର କର୍ମଚାରୀ ଏମଡି ନାଶିର ଜୈନକ ଦୀପକ ଠାକୁର ନାମକ ବ୍ୟକ୍ତିଙ୍କ ଠାରୁ ୧୩ ହଜାର ଟଙ୍କା ଲାଚଂ ନେଉଥିବା ବେଳେ ଧରାପଡିଛନ୍ତି । ସୁନ୍ଦରଗଡ ଏବଂ ଝାରସୁଗୁଡା…
Read More...