Browsing Tag

odisha vigilance

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କା । ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । ଭୁବନେଶ୍ୱରର ୩ଟି ସ୍ଥାନରେ ଚାଲିଛି ରେଡ୍ ।…
Read More...

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପୀୟୁଶ ପାଣିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର ସ୍ଥିତ ଚକେଇଶିଆଣିରେ ଥିବା ତାଙ୍କର…
Read More...

ପତ୍ନୀ ଗିରଫ ହେବା ପରେ ଭିଜିଲାନ୍ସରେ ହାଜର ହେଲେ ମାହାଙ୍ଗା ଆଇଆଇସି

ରାୟଗଡ଼ା: ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଉକ୍ତ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ ।…
Read More...

ଭିଜିଲାନ୍ସ ଜାଲରେ କୋଟିପତି ଅଧୀକ୍ଷଣ ଯନ୍ତ୍ରୀ: ଚତୁର୍ଥ ଦିନରେ ସୁଦ୍ଧା ସରୁନି ଅମାପ ସମ୍ପତ୍ତିର ଗଣତି

ମାଲକାନଗିରି: କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ । ରେଡ୍ ସମୟରେ ମିଳିଲାଣି କୋଟି କୋଟି ଟଙ୍କାର ସମ୍ପତ୍ତି। ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ…
Read More...

ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ, ୩୦ ଲକ୍ଷ ଟଙ୍କାର ଗାଡ଼ି ଚଢୁଛନ୍ତି ଏହି କୋଟିପତି ସରକାରୀ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଜାଲରେ ଲାଗିଛି ଆଉ ଏକ ବଡ଼ ମାଛ । ଭିଜିଲାନ୍ସ ଫାଶରେ ଦିନକୁ ଦିନ ପଡ଼ିବାରେ ଲାଗିଛନ୍ତି କୋଟିପତି ସରକାରୀ ବାବୁ । କାହା ନିକଟରୁ ମିଳୁଛି ବିଡ଼ା ବିଡ଼ା ଟଙ୍କା ତ କାହା ନିକଟରୁ ମିଳୁଛି ଆଖି ଖୋସି ହେଲା ଭଳି ଅମାପ ସମ୍ପତ୍ତି । ତେବେ ଏହି କ୍ଷେତ୍ରରେ ଯୋଡ଼ି…
Read More...

ତ୍ରିନାଥ ମିଶ୍ରଙ୍କ ଗିରଫଦାରୀ ମାମଲାରେ ସ୍ତ୍ରୀଙ୍କୁ ମିଳିଲା ଆଗୁଆ ଜାମିନ୍

ଭୁବନେଶ୍ୱର: ଅତିରିକ୍ତ କମ୍ୟୁନିକେସନ୍ ଏସ୍‌ପି ତ୍ରିନାଥ ମିଶ୍ର ଗିରଫଦାରୀ ମାମଲାରେ ସ୍ତ୍ରୀଙ୍କୁ ମିଳିଲା ଆଗୁଆ ଜାମିନ । ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ମିଶ୍ରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଜଡ଼ିତ ଥିଲେ…
Read More...

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ

କଟକ: ଆଜି ନୂଆପଡ଼ା ଜିଲ୍ଲାର କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କର କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଏପର୍ଯ୍ୟନ୍ତ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ବିଭାଗ ଅଧିକାରୀ

ନୂଆପଡ଼ା: ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଜି ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କର ନୂଆପଡା ଓ କଟକର ୬ଟି…
Read More...