Browsing Tag

Odisha Police

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ଗିରଫ, ଏବେବି ଫେରାର ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ୨ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନ ମାଲିକ…
Read More...

ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର: ମାଓ ପ୍ରବଣ ଅଞ୍ଚଳ ଗସ୍ତରେ ଡିଜିପି । ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଗସ୍ତରେ ଯାଉଛନ୍ତି । ମାଓ ଗତିବିଧି ନିୟନ୍ତ୍ରଣର ସମୀକ୍ଷା ପାଇଁ ସ୍ପେଶାଲ ଡିଜିପି ଏସଏପି, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୧୦୦ରୁ ଅଧିକ ମହିଳା ପୋଲିସଙ୍କୁ କରାଗଲା ସମ୍ବୋର୍ଦ୍ଧନା; ଓଡିଶା ପୋଲିସ

ଭୁବନେଶ୍ୱର: ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତ୍ୟକ ବର୍ଷ ଏହି ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରା ଯାଇଥାଏ । ଏହିଦିନ ହେଉଛି ମହିଳାଙ୍କ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଉପଲବ୍ଧିଗୁଡ଼ିକୁ ସ୍ମରଣ କରିବାର ଦିନ। ଲିଙ୍ଗ ସମାନତା ହାସଲ ଦିଗରେ ହୋଇଥିବା…
Read More...

ନକଲି IIC ଆତଙ୍କ

ବୁର୍ଲା: ବୁର୍ଲାରେ ଖେଳିଯାଇଛି ଆତଙ୍କ । କିନ୍ତୁ କୌଣସି ଜଙ୍ଗଲୀ ଜନ୍ତୁ କିମ୍ବା ଡକାୟତଙ୍କର ନୁହେଁ । ପୋଲିସର ଭୟ । ସେ ବି ଫେକ ପୋଲିସ । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଠକି ନେଇଛନ୍ତି ଏହି ମହାତ୍ମା ଜଣକ । ବିଭିନ୍ନ କାମ କରାଇଦେବା ନାଁରେ ପଇସା ଆଦାୟ କରୁଥିବା ଅଭିଯୋଗ ହୋଇଛି…
Read More...

କମିଶନରେଟ ପୋଲିସକୁ ୧୫ ବର୍ଷ

ଭୁବନେଶ୍ୱର: ଆଜି ୧୫ ବର୍ଷରେ ପାଦ ଥାପିଛି ଟ୍ୱିନ ସିଟିର କମିଶନରେଟ ପୋଲିସ । ଆଜିକୁ ଠିକ ୧୫ବର୍ଷ ପୂର୍ବେ ଅର୍ଥାତ ୨୦୦୮ ଜାନୁୟାରୀ ୧ ତାରିଖରେ ଟ୍ୱିନ ସିଟିରେ ଲାଗୁ ହୋଇଥିଲା କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବା ଏବଂ ଅପରାଧ…
Read More...

ଦୁଇ ମାଞ୍ଜା ସୂତା ବ୍ୟବସାୟୀଙ୍କ ସହ ୩ ଅଟକ

କଟକ: ଗୁଡି ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏଭଳି ଏକ ଅଭାବନୀୟ ଘଟଣା ପରେ ୨ ମାଞ୍ଜା ସୂତା ବ୍ୟବସାୟୀଙ୍କ ସହିତ ୩ ଜଣଙ୍କୁ ଅଟକ ରଖିଛି କଟକ ଜଗତପୁର ଥାନା ପୋଲିସ । ଏଥି ସହିତ ଥାନା ପକ୍ଷରୁ ବିଭିନ୍ନ ମାଞ୍ଜା ସୂତା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି ।…
Read More...

ସୁନୀଲ ବଂଶଲ ହେବେ ନୂଆ ଡିଜିପି

ଭୁବନେଶ୍ୱର: ସବୁ ବାଦ ବିବାଦର ଘଟିଛି ଅନ୍ତ । ରାଜ୍ୟରେ ନୂଆ ଡିଜିପି ଭାବରେ ନିଯୁକ୍ତି ପାଇବେ ୧୯୮୭ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ରାଜ୍ୟ ପୋଲିସର ନୂଆ ମୁଖିଆ ହେବେ ସୁନୀଲ ବଂଶଲ । ୧୯୮୭ ମସିହା ବ୍ୟାଚର ସୁନୀଳ ବଂଶଲଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ । https://twitter.com/odisha_police/status/1469566918944120832?s=08 ବେଙ୍ଗଲୁରୁରେ ଆୟୋଜିତ ହେଉଥିବା ଅଲ…
Read More...

STF ହାତରେ ଡ୍ରଗ ପେଡଲର ଅଜବହର

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଲାଗିଛି ବଡ ସଫଳତା । ରାଜସ୍ଥାନରୁ ଗିରଫ ହେଲା ବ୍ରାଉନସୁଗାର ମାଫିଆ ଅଜବହର । ଗିରଫ ପରେ ଯୋଧପୁରରୁ ଓଡିଶାକୁ ଆସୁଛି ମାଫିଆ ଅଜବହର । ବ୍ରାଉନସୁଗାର ବେପାରୀଙ୍କୁ ସାବାଡ କରିବା ପାଇଁ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ତାଲିକା ପ୍ରସ୍ତୁତ…
Read More...

ପୋଲିସ ଫାଣ୍ଡି ଭିତରେ ବି….

ଆଠଗଡ: ବାହାରେ ଦେହ ଲୋଭୀ ପୁରୁଷ ବନ୍ଧୁ ପାଖରୁ ରକ୍ଷା ପାଇବା ପାଇଁ ଯୁବତୀ ନେଇଥିଲେ ପୋଲିସର ଶରଣ । ହେଲେ ପୋଲିସ ପାଲଟିଗଲା ନର ରାକ୍ଷାସ । ଜଣେ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ କାର୍ଯ୍ୟରତ ହୋମଗାର୍ଡ । ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ପରେ ଗିରଫ…
Read More...