ବିଜେଡି ପ୍ରତ୍ୟାହୃତ କଲା ବନ୍ଦ ଡାକରା; ଆଇନ ମନ୍ତ୍ରୀ କହିଲେ- ମୁହଁକୁ ଲାଜ ନାହିଁ
ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅ।ସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ବିଜେଡି । ଆଜି ସେହି ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଯାହାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…
Read More...
Read More...