Browsing Tag

Odisha Police

ଡକ୍ଟର ସତ୍ୟଜିତ ନାୟକଙ୍କୁ ଡିଜିପିଙ୍କ ଡିସ୍କରେ କରାଯାଇଛି ସମ୍ମାନିତ

କଟକର କେନ୍ଦ୍ରୀୟ ରେଞ୍ଜର ପୋଲିସ ମହାନିରୀକ୍ଷକ ଡକ୍ଟର ସତ୍ୟଜିତ ନାୟକ, ପୂର୍ବ ରେଞ୍ଜ ପୋଲିସ ଉପନିରୀକ୍ଷକ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁକରଣୀୟ ପୋଲିସ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ମର୍ଯ୍ୟାଦାଜନକ ଡିଜିପି ଡିସ୍କରେ ସମ୍ମାନିତ…
Read More...

ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇଲେ ରାଜ୍ୟ ସରକାର । ଏଣିକି SC/ST ମାମଲାର ତଦନ୍ତ କରିପାରିବେ ପୋଲିସ । ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ…
Read More...

ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’, ଧରା ହେବେ ଗଞ୍ଜେଇ ବେପାରୀ

ଭୁବନେଶ୍ଵର: ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’ । ବଲାଙ୍ଗିରରେ ‘ଅପରେସନ ଗଜ’ ଆରମ୍ଭ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଅପରେସନ୍ ଗରୁଡର ସଫଳତା ପରେ ଆଜିଠୁ ଆରମ୍ଭ ହୋଇଛି ଅପରେସନ୍ ଗଜ । ଗଞ୍ଜେଇ ଚୋରାଚାଲାଣର ମୂଳତ୍ପାଟନ ପାଇଁ ‘ଅପରେସନ ଗଜ’ । ବେପାରୀଠାରୁ ଗ୍ରାହକ ପର୍ଯ୍ୟନ୍ତ…
Read More...

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

ଛତ୍ରପୁର:- କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଥାନାଧିକାରୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି । ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ…
Read More...

ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

ଭୁବନେଶ୍ୱର:- ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ…
Read More...

ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ଆଉ ଏକ ସଫଳତା

ଫୁଲବାଣୀ-: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ଆଉ ଏକ ସଫଳତା। ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ। ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆତ୍ମସମର୍ପଣ କରିଥିବା…
Read More...

ଅଶୋକ ଦଣ୍ଡସେନାଙ୍କୁ ସ୍ୱର୍ଣ୍ଣ ଏବଂ ସୁସ୍ମିତା ଟିଗାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର-: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ  ଆଣିଛନ୍ତି ଗୌରବ। ଅଶୋକ ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ…
Read More...

କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି

ବାଲେଶ୍ୱର-: କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର, ୪ କନେଷ୍ଟବଳ ଥିବା ସୂଚନା ରହିଛି । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସପି ଏହି କଡ଼ା…
Read More...

ବିଜେଡି ପ୍ରତ୍ୟାହୃତ କଲା ବନ୍ଦ ଡାକରା; ଆଇନ ମନ୍ତ୍ରୀ କହିଲେ- ମୁହଁକୁ ଲାଜ ନାହିଁ

ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅ।ସନ୍ତାକାଲି ୬ ଘଣ୍ଟିଆ  ଭୁବନେଶ୍ୱର  ବନ୍ଦ ଡାକରା ଦେଇଥିଲା ବିଜେଡି । ଆଜି ସେହି ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଯାହାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…
Read More...

ପୋଲସ ଦେହରେ ରହିବନି ଟାଟୁ , କରିଥିଲେ ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୋଲିସ ଦେହରେ ଟାଟୁ କରିବାକୁ ବାରଣ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ସମସ୍ତ କାର୍ଯ୍ୟରତ ପୋଲିସଙ୍କ ଦେହରେ ଟାଟୁ ରହିବ ନାହିଁ । ଯଦି କେହି ଟାଟୁ କରିଥାଏ ତାକୁ ଲିଭେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡେପୁଟି କମିସନର ସ୍ପେଶାଲ କ୍ରାଇମ ଇଉନିଟ୍ । ସୂଚନା ଅନୁଯାୟୀ , ଆଉ ଦେହରେ…
Read More...